Tag: Dollar

Rupee Depreciates Against Dollar: ଡଲାର ତୁଳନାରେ ଖସିଲା ଟଙ୍କା

ଆମେରିକୀୟ ଡଲାର ତୁଳନାରେ ଖସିଲା ଟଙ୍କାର ମୂଲ୍ୟ । ତେଲ ଦର ବୃଦ୍ଧି ଯୋଗୁଁ ଭାରତୀୟ ଟଙ୍କାକୁ ବଡ଼ ଝଟ୍‌କା । ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୬.୪୭ କୁ ହ୍ରାସ ପାଇଛି।