ତାଜା ଖବର ରାଜ୍ୟ Rehabilitation Centre Shut down in BBSR: ଦିବ୍ୟାଙ୍ଗମାନଙ୍କ ସେବାରେ ଅବହେଳା: ୨୦ କୋଟିର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବନ୍ଦକୁ ନେଇ NHRC ନୋଟିସ୍ October 1, 2026 Papirani ଦିବ୍ୟାଙ୍ଗମାନଙ୍କ ପୁନର୍ବାସ ପାଇଁ ଓଡ଼ିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବେ ଦୀର୍ଘଦିନ ଧରି ବନ୍ଦ ପଡ଼ିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆଡଭାନ୍ସଡ୍ ରିହାବିଲିଟେସନ ସେଣ୍ଟର…