Tag: digha jagannath temple

ପୁରୀ ବ୍ୟତୀତ କୌଣସି ଧାମକୁ ‘ଜଗନ୍ନାଥ ଧାମ’ କହିପାରିବେନି: ଜଗନ୍ନାଥ ସ୍ବାଇଁ ମହାପାତ୍ର

ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି ପୁରୀ ବ୍ୟତୀତ କୌଣସି ଧାମକୁ ‘ଜଗନ୍ନାଥ ଧାମ’ କହିପାରିବେନି । ଶ୍ରୀମନ୍ଦିର ବ୍ୟତୀତ କୌଣସି ଠାରେ ବ୍ରହ୍ମ ସଂସ୍ଥାପନ…

ଦୀଘା ମନ୍ଦିର ବିବାଦ: ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ

ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଏ ମାମଲାରେ ତଦନ୍ତ କରାଯାଇ ସତ୍ୟାସତ୍ୟ…

ଦିଘାରେ ଜଗନ୍ନାଥ ମନ୍ଦିର ବିବାଦ ଘଟଣା; ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ: ରାମକୃଷ୍ଣ

ପଶ୍ଚିମବଙ୍ଗ ଦୀଘା ସମୁଦ୍ରତଟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଛି। ଦିଘାରେ ଜଗନ୍ନାଥ ମନ୍ଦିରକୁ ନେଇ ଦେଖା ଯାଇଥିବା ବିବାଦ ପ୍ରସଙ୍ଗରେ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର । ସେ…

loader