ତାଜା ଖବର ରାଜନୀତି ରାଜ୍ୟ Demonetization Marks 10 Years: ବିମୁଦ୍ରୀକରଣକୁ ପୂରିଲା ଦଶ ବର୍ଷ: ଆତଙ୍କବାଦକୁ ସମାପ୍ତି ଓ ଡିଜିଟାଲ୍ ଅର୍ଥନୀତିକୁ ମିଳିଲା ବଡ଼ ଗତି November 9, 2026 Papirani ବିମୁଦ୍ରୀକରଣକୁ ଦଶ ବର୍ଷ ପୂରିଥିବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଯୋଗଦେଇ ଏହାର ସକାରାତ୍ମକ ପ୍ରଭାବ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିମୁଦ୍ରୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…