Tag: Debashish Samantaray

MP Debashish Samantaray joins BJP:  ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡି ବିଜେପିରେ ମିଶିଲେ ସାଂସଦ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଦେବାଶିଷ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ । ଗତକାଲି ସାମନ୍ତରାୟ ବିଜେଡି ଦଳ ଏବଂ ରାଜ୍ୟସଭା ଉଭୟରୁ…

MP Debashish Samantaray Resigns From BJD: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ଯୋଜନାବଦ୍ଧ ଭାବେ ଦଳ ଅଣଦେଖା କରିବା ଅନୁଭବ କରି ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।…

ବିଜେଡିକୁ ବଡ଼ ଝଟକା! ବିଜେପିରେ ଯୋଗ ଦେବେ ଦେବାଶିଷ ସାମନ୍ତରାୟ

ଓଡ଼ିଶା ରାଜନୀତିରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିବାକୁ ଯାଉଛି। ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସୋମବାର ବିଜେଡି ଛାଡ଼ି ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଏହା ଦ୍ୱାରା ରାଜ୍ୟସଭାରେ ବିଜେଡିର…

Debashish Samantaray Resigns: ବିଜେଡି ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ ।ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ । ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା…

ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ

ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି କଳି। ବିଜେଡ଼ି ନେତ୍ରୀ ଶ୍ରୀମୟୀଙ୍କୁ ଦଳରେ ଅଣଦେଖାକୁ ନେଇ ପରୋକ୍ଷରେ ମୁହଁ ଖୋଲୁଥିବା ବେଳେ ଆଜି ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ…

ବିଜେପି ସହ ବିଜେଡି ମୁଖ୍ୟ ପରାମର୍ଶଦାତାଙ୍କ ବଡ଼ ଡିଲ୍‌ ହୋଇଛି – ଦେବାଶିଷ ସାମନ୍ତରାୟ

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବଡ ବିସ୍ଫୋରକ ବୟାନ ଦେଇଛନ୍ତି । ନାଁ ନନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ…