ତାଜା ଖବର ରାଜ୍ୟ ବିଦ୍ୟୁତ ଆଘାତରେ ହାତୀ ମୃତ September 10, 2024 Nirvay ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୋମବାର…
ତାଜା ଖବର ରାଜ୍ୟ ଚିକିଟି ମଦମୃତ୍ୟୁ ମାମଲା; ଅପମିଶ୍ରଣ ବା ବିଷକ୍ରିୟାରୁ ହୋଇଛି ମୃତ୍ୟୁ ! September 3, 2024 Papirani ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦମୃତ୍ୟୁକୁ ନେଇ ଏମ୍କେସିଜି ଅଧୀକ୍ଷକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ କାରଣ ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ଲାଗୁଛି । ଅପମିଶ୍ରଣ ବା…
ତାଜା ଖବର ରାଜ୍ୟ ଚିକିଟି ମଦ ମୃତ୍ୟୁ ମାମଲା, ମୃତ୍ୟୁ ସଂଖ୍ୟା ୩ରେ ପହଂଚିଲା August 31, 2024 Papirani ଚିକିଟି ବିଷାକ୍ତ ମଦ ପିଇ ଏକାଧିକ ଲୋକ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଲକ୍ଷ୍ମଣ…
ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର July 9, 2024 Nirvay ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକର ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ…
ତାଜା ଖବର ରାଜନୀତି ରାଜ୍ୟ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି May 30, 2024 Papirani ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ…