Tag: Death Threat

Police At MLAs Residence: ବିଜେଡି ବିଧାୟିକାଙ୍କ ଘରେ ପୋଲିସ

ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଘରେ ପୋଲିସ । ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ହତ୍ୟା ଧମକ ଦେଇଥିବା ଅଭିଯୋଗ। ଓଡ଼ିଶା ସରକାରୀ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗ ପରେ ନର୍ଲା ବିଜେଡି…

Bhawanipatna MLA Death Threat: ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ଘଟଣା; କ୍ଷୋଭ ପ୍ରକାଶ କଲେ ଭକ୍ତ ଦାସ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସଦର ବିଧାୟକ ସାଗର ଚରଣ ଦାସଙ୍କୁ ମିଳିଛି ହତ୍ୟା ଧମକ। ବିଧାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଆଜି ସକାଳେ କିଛି ଦୁର୍ବୃତ୍ତ ମୋର ଭବାନୀପାଟଣା ଜୋନ୍ ସଭାପତିଙ୍କୁ ଆକ୍ରମଣ କରିଥିଲେ ଏବଂ ମୋର ସ୍ଥାନ…

ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ ପକ୍ଷରୁ ଆସିଲା ହତ୍ୟା ଧମକ

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କଶ୍ମୀର’ ପକ୍ଷରୁ ମିଳିଲା ହତ୍ୟା ଧମକ । ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡିଛି । ଏ ନେଇ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏଫଆଇଆର…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ; ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ। ମୁମ୍ବାଇ ପୁଲିସ ଟ୍ରାଫିକ କଣ୍ଟ୍ରୋଲ ସେଲକୁ ଶନିବାର ସନ୍ଧ୍ୟାରେ ଏକ ଅଜଣା ନମ୍ବରରୁ ହତ୍ୟା ଧମକପୂର୍ଣ୍ଣ ମେସେଜ କରାଯାଇଥିବା ଜଣାପଡିଛି। ଯଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ…