Tag: cricket

ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ ଟେଷ୍ଟରେ ଇତିହାସ ରଚିଲେ ଗିଲ୍

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ପ୍ରଥମ ଇନିଂସରେ ଦ୍ୱିଶତକ ପରେ ଦ୍ୱିତୀୟ ଇନିଂସରେ ଆଜି ପୁଣି ଶତକ କରିଛନ୍ତି । ୧୨୯ ବଲ୍‌ରେ ଗିଲ୍‌ ୧୦୦ ରନ ପୂରଣ କରିଛନ୍ତି । ବିଶ୍ୱର ନବମ…

ଘୁଞ୍ଚିଲା ଭାରତ ବାଂଲାଦେଶ କ୍ରିକେଟ ସିରିଜ

ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଥିବା ଦ୍ୱନ୍ଦରେ ଆଜି ପୂର୍ଣ୍ଣଛେଦ ପଡିଛି । ଭାରତ କ୍ରିକେଟ ବୋର୍ଡ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ର ମିଳିତ ସହମତିରେ ପ୍ରାୟ ବର୍ଷେ ଘୁଞ୍ଚିଛି ଭାରତ ବାଂଲାଦେଶ…

ମେ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌; ଜୁନ୍ ୩ ରେ ଫାଇନାଲ୍ ମ୍ୟାଚ୍

ମେ’ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌‌ ମ୍ୟାଚ । ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ୬ ଟି ଭେନ୍ୟୁରେ ଅବଶିଷ୍ଟ ୧୭ ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ,…

ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ

୧୯୦୦ ମସିହା ପରେ ପ୍ରଥମ ଥର ୨୦୨୮ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ। ଦୀର୍ଘ ୧୨୮ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବ । ଏଥିରେ ପୁରୁଷ ଓ ମହିଳା ବର୍ଗରେ ଛଅ ଛଅ ଟିମ୍ ସ୍ୱର୍ଣ୍ଣ…

ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ କ୍ରିକେଟ୍ ଦଳ ଉପରେ ବିସିସିଆଇର ଟଙ୍କା ବର୍ଷା

ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ମିଳିଥିବା ସୂଚନା ଅନୁସାରେ, ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଥିବା ସମସ୍ତ ୧୫ ଜଣ ଖେଳାଳି ବିସିସିଆଇ ଠାରୁ…

ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ରେ ଭାରତ ଓ ନ୍ୟୁଜିଲାଣ୍ଡ

ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରି ବିଜୟ ହାସଲ କରିଛି । ଏଥିସହ ମାର୍ଚ୍ଚ ୯ ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ପ୍ରଥମ…

ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ‘ବିରାଟ’ ବିଜୟ

ଦୁବାଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରି ବିଜୟ ପତାକା ଉଡାଇଛି ଭାରତୀୟ ଟିମ୍ । ବିରାଟ କୋହଲି ୫୧ତମ ଦିନିକିଆ ଶତକ (୧୦୦*) ହାସଲ କରିବା ସହ ଦ୍ରୁତତମ…

ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ଦୁବାଇରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ଦଳ । ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ…

ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରି ୩-୦ ରେ ସିରିଜ୍‌ ଜିତିଲା ଭାରତ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ୧୪୨ ରନରେ ପରାସ୍ତ କରି ୩-୦ ରେ ସିରିଜ ଜିତିଲା ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୫୬ ରନରେ ଅଲଆଉଟ ହୋଇଥିଲେ । ହେଲେ…

ପ୍ରଥମ ଦିନିକିଆ: ୪ ୱିକେଟରେ ଇଂଲଣ୍ଡକୁ ହରାଇ ଭାରତ ବିଜୟୀ

ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି । ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ଭାରତୀୟ ଦଳ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।…