Tag: Covid 19

କୋଭିଡ୍ ଟୀକା ଏବଂ ଆକସ୍ମିକ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଦେଶବ୍ୟାପୀ କୋଭିଡ୍-୧୯ ଟିକା ବିଷୟରେ ଚାଲିଥିବା ସମସ୍ତ ଗୁଜବକୁ ଖାରଜ କରି କୋଭିଡ୍ ଟିକା ଓ ଆକସ୍ମିକ ମୃତ୍ୟୁ ଲିଙ୍କ୍‌କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରାଳୟ । ସେ କହିଛନ୍ତି ଯୁବପିଢ଼ିଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହେବା ସହ କୋଭିଡ୍…

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା

ରାଜ୍ୟରେ ଏବେ ପୁଣି ଉପରମୁହାଁ କରୋନା । ଆଜି ଗୋଟିଏ ଦିନରେ ଆଉ ସାତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ

ଦିନକୁ ଦିନ ଦେଶ ସହ ରାଜ୍ୟରେ ବି ଉପରମୁହାଁ କରୋନା । ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫,୭୫୦ ଟପିଥିବା ବେଳେ ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ୍ ସଂଖ୍ୟା। ଆଜି ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ…

ରାଜ୍ୟରେ ଆଉ ୭ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହୋଇଛନ୍ତି ୭ ନୂଆ କରୋନା ପଜିଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଏହା ସହ ବର୍ତ୍ତମାନ ସୁଦ୍ଧା…

ରାଜ୍ୟରେ ୧୫କୁ ଛୁଇଁଲା କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ କ୍ରମାଗତ ଭାବେ ବଢିଚାଲିଛି କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୫କୁ…

ରାଜ୍ୟରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପରୀକ୍ଷା ପରେ ସେମାନେ କରୋନା ପଜିଟିଭ ବାହାରିଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁ ୧୧କୁ ବୃଦ୍ଧି ପାଇଛି।…

ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ!

ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ । ଭୁବନେଶ୍ବରରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଦିନ ତଳେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏହା ସହ ସେ ବହୁବିଧ ରୋଗରେ ଆକ୍ରାନ୍ତ…

କଟକରେ ଦ୍ଵିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ପରେ କଟକରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା…

କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା ପରେ ଏବେ କଟକରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ ପାଉଥିବା ବେଳେ ଓଡ଼ିଶାକୁ ଫେରିଛି କରୋନା । ଏଯାବତ ୫ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଆକ୍ରାନ୍ତଙ୍କୁ ମିଶାଇ ୬ଜଣ…

ରାଜ୍ୟରେ ଚିହ୍ନଟ ହେଲେ ୫ ଜଣ କୋଭିଡ୍‌ ଆକ୍ରାନ୍ତ

ଦିନକୁ ଦିନ ରାଜ୍ୟରେ ବଢ଼ିବାକୁ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ଯରେ ୪ ଜଣ ପୁରୁଷ ଓ ଜଣେ…