Tag: CGST

ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ଉ

ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସ୍ଟି ଅଫିସରେ ଚଢ଼ାଉ କରିଛି ସିବିଆଇ। ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଟଙ୍କା ଫେରସ୍ତ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଏ ନେଇ ୧୫ ଜଣିଆ ଟିମ ଚଢ଼ାଉ କରିଛି।