ତାଜା ଖବର ରାଜ୍ୟ Cargo Ship narrowly escapes sinking off Paradip Coast: ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ ‘MV ବିଶ୍ୱ ଉଦୟ’; ୨୭ ନାବିକ ସୁରକ୍ଷିତ November 17, 2026 Papirani ମଝି ସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ମାଲବାହୀ ଜାହାଜ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ କରାଯାଇ ଜାହାଜଟିକୁ ସଫଳତାର ସହ ଉଦ୍ଧାର କରାଯିବା ସହ ସମସ୍ତ…