Tag: cafein cident

Woman Sets Herself On Fire Outside Cafe In Patia: ଭୁବନେଶ୍ୱରରେ ମର୍ମନ୍ତୁଦ କାଣ୍ଡ: ପୁରୁଷ ବନ୍ଧୁଙ୍କ ସହ ବଚସା ପରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବତୀ

ରାଜଧାନୀର ଇନ୍ଫୋସିଟି ଥାନା ପଥରଗାଡ଼ିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଇଥିବା ଏକ ଯୁକ୍ତିତର୍କ ପରେ ଚରମ ନିଷ୍ପତ୍ତି ନେଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…