ତାଜା ଖବର ବ୍ୟବସାୟ ରାଜ୍ୟ Odisha’s Retail Inflation Hits in Oct: ଅକ୍ଟୋବରରେ ବଢ଼ିଲା ଦରଦାମ୍; ଜାତୀୟ ହାରକୁ ଟପିଲା ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି November 13, 2026 Papirani ଅକ୍ଟୋବର ମାସରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧୭ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାର ୬.୦୯ ପ୍ରତିଶତଠାରୁ ଯଥେଷ୍ଟ ଅଧିକ ଏବଂ ଏହା ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ପଞ୍ଚମ ସ୍ଥାନରେ ରଖିଛି। ଖାଦ୍ୟ ସାମଗ୍ରୀ ବିଶେଷକରି ପନିପରିବା ଏବଂ…