Tag: Brajrajnagar Municipal Council Chairperson

ବିଜେଡି ହାତରୁ ଗଲା ବ୍ରଜରାଜନଗର; ଅନାସ୍ଥା ଭୋଟରେ ହାରିଲେ ପୌରାଧ୍ୟକ୍ଷା

ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଜେଡିରୁ ପୌରାଧ୍ୟକ୍ଷ ଥିବା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଗତ ଜାନୁଆରୀ ୧୫ ତାରିଖରେ ହୋଇଥିଲା ଅନାସ୍ଥା ଭୋଟିଂ। ୨୩ ଜଣ କାଉନସିଲର ଭୋଟ ଦେଇଥିଲେ । ଫଳରେ ଯାଜ୍ଞସେନୀ…

ଅନାସ୍ଥା ପଛରେ ରହିଛି ଦୀପାଳି ଓ ବିଶାଳଙ୍କ ହାତ; ଅଭିଯୋଗ ଆଣିଲେ ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା

ଝାରସୁଗୁଡା ଜିଲ୍ଲାରେ ବ୍ରଜରାଜନଗର ପୌରଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ତେଜିଛି ରାଜନୀତି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭିଡିଓ ମେସଜ ପଠାଇଛନ୍ତି ବ୍ରଜରାଜନଗର ପୌର ପରିଷଦ ଚେୟାର ପର୍ସନ ଯାଜ୍ଞସେନୀ ଓରାମ। ସେ ଭିଡିଓ ମାଧ୍ୟମରେ…