Tag: BJP

ନୂଆ ଏନ୍‌ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ଗତ ଦୁଇ, ତିନି ଦିନ ପୂର୍ବରୁ ଓ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନ୍‌ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ । ନୂଆ ଏନ୍‌ଏସି ଘୋଷଣା କରିବାପାଇଁ…

ବିଜେଡିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ବିକାଶମୂଳକ କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ୨୦୦୦ ମସିହାରେ ଯେଉଁ ଆସ୍ଥା ଓ ବିଶ୍ୱାସ ଥିଲା ତାହା ଏବେ ଆହୁରି ବଢି…

ଜାଣନ୍ତୁ ବିଜେପିର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କିଏ

ଭୁବନେଶ୍ଵର: ଏହି ସପ୍ତାହରେ ଆଗୁଆ ୧୦୦ ଲୋକସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏହି ତାଲିକାରେ ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ ଘୋଷଣା…

ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ: ମନମୋହନ ସାମଲ

ଭୁବନେଶ୍ୱର: ”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଟ ସମୟ ଆସିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ…

ପଦ୍ମ ଧରିଲେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ

ବିଜେଡି ଛାଡ଼ିଲେ ବରିର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି । ବିଜେଡି ଛାଡ଼ିଲା ପରେ ଆଜି ପଦ୍ମ ଧରିଛନ୍ତି ସେ। ସେହିପରି ପୂର୍ବତନ ଅତାବିରା…

ଓଡ଼ିଶାରେ ବିଜେପି ଏକା ଲଢ଼ିବ; ୮୦ ସିଟ୍ ଜିତିବ: ତୋମର

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମିତି କିଛି କହି ଚର୍ଚ୍ଚାରେ ଆସିଛନ୍ତି ଏହି ନେତା। ବିଜେପିର ଓଡ଼ିଶା ସହ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର କହିଛନ୍ତି ଯେ ମାହୋଲ ବିଜେପି ସପକ୍ଷରେ ଅଛି, ଆମେ ଏକାକୀ ଲଢ଼ିବୁ ଏବଂ ଓଡ଼ିଶାରେ…

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ପଛରେ ବିଜେଡିର ଷଡ଼ଯନ୍ତ୍ର : ଅଭିଳାଷ ପଣ୍ଡା

ଭୁବନେଶ୍ୱର: ଓଡିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜ୍ୟ ସରକାର ଆଦୌ ସମ୍ବେଦନଶୀଳ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳତା କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତିତ ଏବଂ ପିଲାମାନଙ୍କ ଭବିଷ୍ୟତକୁ ନେଇ ଅନ୍ଧକାରରେ ଅଛନ୍ତି । ଏହି କାରଣରୁ ଡ୍ରପ୍‌ଆଉଟ୍ ବୃଦ୍ଧି…

ଭାଜପାର ପ୍ରଥମ ୧୦୦ ଆସନ ତାଲିକାରେ ଓଡ଼ିଶାରୁ ପୁରୀ ଓ ସମ୍ବଲପୁର

ନିର୍ଭୟ ମିଡିଆ : ଭୁବନେଶ୍ୱର, ଖୁବଶୀଘ୍ର ୧୦୦ଟି ଲୋକସଭା ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି ସପ୍ତାହରେ ହୁଏତ ଏହି ସୂଚୀ ଜାରିହେବ । ଏହାକୁ କୁହାଯାଉଛି ‘ନିଶ୍ଚିତ ଆସନ’…

ସମାପ୍ତ ହେଲା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତୃତୀୟଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ନୂଆଦିଲ୍ଲୀରେ ଆୟୋଜିତ…

ବିଜେଡି-ବିଜେପିର ଓଡ଼ିଶାରେ ବୈବାହିକ ମେଣ୍ଟ – ଅଜୟ କୁମାର

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କଲେ ଓଡ଼ିଶା ପିସିସି ପ୍ରଭାରୀ ଡ. ଅଜୟ କୁମାର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ସେ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା…