ତାଜା ଖବର ରାଜନୀତି ରାଜ୍ୟ Odisha BJP Govt Election Promise Row: ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରଣା କରିଛନ୍ତି ସରକାର: ବିଜେଡି June 10, 2026 Papirani ୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜୁ ଜନତା ଦଳ (ବିଜେଡି)। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୁରିଥିଲେ ମଧ୍ୟ ଲୋକଙ୍କୁ ଦେଇଥିବା ପ୍ରତିଶୃତିରେ…
ତାଜା ଖବର ରାଜନୀତି ରାଜ୍ୟ Demand for Dharmendra Pradhan’s Resign: ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଏବଂ ତାଙ୍କୁ ସୁରକ୍ଷା ଦେବା ବିଜେପି ଓ ମୋଦୀଙ୍କ ଭୁଲ୍: ଭକ୍ତ ଦାସ June 8, 2026 Papirani କେନ୍ଦ୍ର ଶିକ୍ଷା ବିଭାଗ ଗତ କିଛି ବର୍ଷ ହେଲା, ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅମଳରେ, ଯେତେ ଥର ପ୍ରଶ୍ନପତ୍ର ପ୍ରଘଟ ପରି ମାମଲାରେ ଅଯୋଗ୍ୟତାର ପ୍ରମାଣ ଦେଲାଣି, ଅବିଳମ୍ବେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଦାୟିତ୍ବମୁକ୍ତ କରିଥିଲେ ନିଜ ସମ୍ମାନ ରକ୍ଷା…
ତାଜା ଖବର ରାଜନୀତି ରାଜ୍ୟ BJP Govt in Odisha: ଦୁଇ ବର୍ଷରେ ପାଦ ଦେଲା ରାଜ୍ୟରେ ବିଜେପି ସରକାର; ଆଜିର ଦିନକୁ ଯୁଗାନ୍ତକାରୀ ଓ ଗୌରବମୟ ଦିବସ କହିଛନ୍ତି ମୁଖ୍ୟମନ୍ତ୍ରୀ ମାଝୀ June 4, 2026 Papirani ଆଜି ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ଦ୍ୱିତୀୟ ବର୍ଷ । ଆଜିର ଦିନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ବର୍ଷ ପୂର୍ବର ଏହି ଦିନକୁ ରାଜ୍ୟର ରାଜନୈତିକ ଇତିହାସରେ “ମହତ୍ତ୍ୱପୂର୍ଣ୍ଣ” ବୋଲି କହିଛନ୍ତି ଏବଂ ରାଜ୍ୟକୁ ସମୃଦ୍ଧିର…
ତାଜା ଖବର ରାଜନୀତି ରାଜ୍ୟ Bhakta Das Targets BJP Govt: ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ପାଳିବେ ଉତ୍ସବ: ଭକ୍ତ June 3, 2026 Papirani ଦଶନ୍ଧି ଦଶନ୍ଧିର ଛତିଶଗଡ ସହ ଆମ ରାଜ୍ୟ ଓଡ଼ିଶାର ବୃହତ ସ୍ୱାର୍ଥ ସମ୍ବଳିତ ମହାନଦୀ ଜଳବିବାଦ ବିଷୟ ଓ ଏହି ନଦୀର ଜଳକୁ ବେସରକାରୀ କମ୍ପାନୀମାନଙ୍କ ହାତରେ ସମ୍ପୂର୍ଣ ଟେକି ଦେବାକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ତରଫରୁ ବିଭାଗୀୟ ଅଧ୍ୟକ୍ଷ…
ତାଜା ଖବର ରାଜନୀତି ରାଜ୍ୟ Criminals Celebrating Under BJP Protection: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି May 20, 2026 Papirani ରାଜ୍ୟରେ ଅପରାଧ ଉପର ମୁହାଁ ହୋଇଥିଲା ବେଳେ ମନୋବଳ ହରାଇ ପୋଲିସ କୋମାରେ । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ…
ତାଜା ଖବର ରାଜ୍ୟ BJP Govt Completes 2 Years in Odisha: ସରକାରଙ୍କ ୨ ବର୍ଷ ପୂର୍ତ୍ତି; ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ May 14, 2026 Papirani ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି…
ତାଜା ଖବର ରାଜ୍ୟ BJD Targets Bibhuti Jena: ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ବହିଷ୍କାର ଦାବି କଲା ବିଜେଡି January 19, 2026 Papirani ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି September 22, 2025 Papirani କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି । ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଥିଲା କଂଗ୍ରେସ। ଗୃହରେ ଅଚଳାବସ୍ଥା ଯୋଗୁଁ ଅବଧି ସରିଛି ଜଣାଇଲେ ବାଚସ୍ପତି। ନୋଟିସ୍ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୃହ ସ୍ବାଭାବିକ…