Tag: Baitarani River

Flood Alert in Odisha: ପୁଣି ରାଜ୍ୟରେ ବନ୍ୟା ପରିସ୍ଥିତି: ବିପଦ ସଙ୍କେତ ଟପିଲା ବୈତରଣୀ, ବଢ଼ୁଛି ସାଳନ୍ଦୀର ଜଳସ୍ତର

ଉତ୍ତର ଓଡ଼ିଶାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିରୁ ରାଜ୍ୟବାସୀ ବାହାରୁନଥିବା ବେଳେ ପୁଣି ଥରେ ଲଘୁଚାପ ଜନିତ ଲଗାଣ ବର୍ଷା ସେମାନଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି। ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଥିବା ବେଳେ…

Odisha Flood Alert: ବୈତରଣୀ ବନ୍ୟା ଆଶଙ୍କା: ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ବୈତରଣୀ ଜଳସ୍ତର ବଢ଼ୁଥିବାରୁ ରାଜ୍ୟରେ ଦେଖାଦେଇପାରେ ଛୋଟ ବନ୍ୟା । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ସେ କହିଛନ୍ତି ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି । ବୈତରଣୀ ଜଳସ୍ତର…

ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ

ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ। ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏହା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଯାଜପୁର ଜିଲ୍ଲା ଆଖୁଆପଦା, ବଲ୍ଲୀଘାଟ ଓ ଦଶରଥପୁରରେ ବିପଦ…

ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି; ବିପଦ ସଙ୍କେତ ଟପିଲା ବୈତରଣୀ

ଓଡ଼ିଶାର ଉତ୍ତର ଜିଲ୍ଲାଗୁଡ଼ିକ ବିଶେଷକରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା…