ତାଜା ଖବର ରାଜ୍ୟ Swami Laxmanananda Murder Case: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ମାଓ ନେତା ଆଜାଦ୍ ନିର୍ଦ୍ଦୋଷରେ ଖଲାସ August 18, 2026 Papirani ୨୦୦୮ ମସିହାର ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ମାଓବାଦୀ ନେତା ଆଜାଦ୍ ଆଜାଦ୍ ଓରଫ ଡି. କେଶବ ରାଓଙ୍କୁ ଦୋଷମୁକ୍ତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ବତନ୍ତ୍ର ଅଦାଲତ ଦୋଷମୁକ୍ତ କରିବା ପରେ ଝାରପଡ଼ା ଜେଲ୍ରୁ…