Tag: Asst Director

Vigilance Raids Sambalpur Asst Director: ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ

ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ନିଜର ବୈଧ ଆୟଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ରଖିଥିବା ସନ୍ଦେହରେ ଓଡ଼ିଶା ଭିଜିଲାନ୍ସ ବିଭାଗ ସୋମବାର ସକାଳୁ…