Tag: angul

Women Robbed Sarees Worth Rs 7 lakh: ଦିନ ଦ୍ୱିପ୍ରହରରେ ସୋ-ରୁମ୍‌ରୁ ସାଢ଼େ ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟ

ଦିନ ଦ୍ୱିପ୍ରହରରେ ବୟନିକା ସୋ-ରୁମ୍‌ରୁ ସାଢ଼େ ୭ ଲକ୍ଷ ଟଙ୍କାର ପାଟ ଶାଢ଼ୀ ଲୁଟି ନେବାର ଏକ ଘଟଣା ଘଟିଛି । ଏହାଏ ଘଟଣା ଘଟିଛି ଅନୁଗୁଳ ରେ । ଇନୋଭା କାର୍‌ରେ ଆସିଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ ମଧ୍ୟରେ…

ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅନୁଗୁଳରେ କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮…

ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିନ୍ଦଲ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ବିକ୍ଷୋଭ

ଜିନ୍ଦଲ ଦ୍ବାରା କ୍ଷତି ଗ୍ରସ୍ତ ବଡକେରଜାଙ୍ଗ ଗ୍ରାମବାସୀ ସୋମବାର ଏକ ବିଶାଳ ଶୋଭାଯାତ୍ରାରେ ତହସିଲ ଅଫିସ ସମ୍ମୁଖରୁ ବାହାରି ଅନୁଗୋଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ ଯୋଗ ଦେଇ ଜିନ୍ଦଲ…

ଦ୍ବିତୀୟ ଦିନରେ ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ରେଡ୍; ମିଳୁଛି ପୁଳାପୁଳା ଟଙ୍କା

ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଜାରି ରହିଛି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି…

ମଦ ବ୍ୟବସାୟୀଙ୍କ ଘରେ ଆଇଟି ଚଢ଼ାଉ

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି । ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ଚଢାଉ । ଆୟକର…

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ସହ ତାଙ୍କ ଗୁପ୍ତାଙ୍ଗକୁ କ୍ଷତାକ୍ତ କରି ଗର୍ଭାଶୟ ଓ ଅନ୍ତନଳୀ ବାହାର କରିଦେଇଥିବା ଘଟଣାରେ ପୋଲିସ ଉଠେଇଛି। ଏହି ଅମାନନୀୟ…

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା…

ଏଥର ଓଡ଼ିଶାରେ ବିଜେଡି ସରକାର ଯିବା ଥୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁରୀରେ ରୋଡ ଶୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ, ଏଠି ଉପସ୍ଥିତ ମୋର ଭାଇଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଭଳି ଓଡ଼ିଆ ଭାଷାରେ କହି ନିଜର ଭାଷଣ ଆରମ୍ଭ କରିଥିଲେ…