ଅନୁଗୋଳରେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ। ପୋଲିସ୍ ଗୁଳିରେ ମହାରାଷ୍ଟ୍ରର ସୁନା ଲୁଟେରା ସଚିନ୍ ଗେଜଗେ ଓ ପ୍ରକାଶ ମାଦନେ ଗୁରୁତର ହୋଇଛନ୍ତି । ବାଲାଜୀ ଗୋଲ୍ଡ ରିଫାଇନାରୀରେ ଡକାୟତି ଘଟଣାର ପର୍ଦ୍ଦାଫାଶ କରି  ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏବଂ ପ୍ରାୟ ସମସ୍ତ ଚୋରି ସମ୍ପତ୍ତି ଉଦ୍ଧାର କରିଛି। ପୋଲିସ ଗୁଳିଲେ ଆହତ ୨ ଲୁଟେରାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *