ତାଜା ଖବର ରାଜ୍ୟ Double Encounter in Angul: ଅନୁଗୋଳରେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର June 18, 2026 Papirani ଅନୁଗୋଳରେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ। ପୋଲିସ୍ ଗୁଳିରେ ମହାରାଷ୍ଟ୍ରର ସୁନା ଲୁଟେରା ସଚିନ୍ ଗେଜଗେ ଓ ପ୍ରକାଶ ମାଦନେ ଗୁରୁତର ହୋଇଛନ୍ତି । ବାଲାଜୀ ଗୋଲ୍ଡ ରିଫାଇନାରୀରେ ଡକାୟତି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତଙ୍କୁ ଗିରଫ କରିବା…