ତାଜା ଖବର ରାଜ୍ୟ AgriStack Not Mandatory for Paddy Procurement: ଏଗ୍ରିଷ୍ଟାକ୍ ନଥିଲେ ମଧ୍ୟ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିପାରିବେ: ସ୍ପଷ୍ଟ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର November 9, 2026 Papirani ଏଗ୍ରିଷ୍ଟାକ୍ ନଥିଲେ ମଧ୍ୟ ଚାଷୀମାନେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି। ଧାନ କିଣା ପ୍ରକ୍ରିୟା ଏବଂ ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ…