Tag: AC Compressor Explodes

AC Compressor Explodes at Market Building: ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ଏସି କମ୍ପ୍ରେସର ବିସ୍ଫୋରଣ; ୨ ଜଣ ଆହତ

ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ୍ ବିଲ୍ଡିଂରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଏସି ମରାମତି କାର୍ଯ୍ୟ ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଦୁଇଜଣ ଟେକ୍ନିସିଆନ୍ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ…