କଂଗ୍ରେସ ଛାଡ଼ିଲେ ସୁରେନ୍ଦ୍ର ସିଂହ ଭୋଇ। ସେ ଆଜି ଇସ୍ତଫା ଦେଇଛନ୍ତି।ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା।ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ ସୁରେନ୍ଦ୍ର।

ପୂର୍ବତନ କଂଗ୍ରେସ ବିଧାୟକ (ସଇଁତଳା – ୧୯୯୫ ଏବଂ ୨୦୦୦) ଏବଂ (ଟିଟଲାଗଡ – ୨୦୦୯), ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସୂଚନା ମିଳିଛି ଯେ ସେ ଖୁବ୍ ଶୀଘ୍ର ବିଜେଡିରେ ଯୋଗ ଦେବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *