Supreme Court To Hear PIL On Odisha DGP Appointment tomorrow

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ବେଳେ ଉଦ୍‌ବେଗ ପ୍ରକାଶ କଲେ ସିଜେଆଇ। ଘଟଣାର ବହୁ ବିଳମ୍ବରେ ଏଫ୍ଆଇଆର୍‌କୁ ନେଇ ପ୍ରଶ୍ନ ଉଠାଇଲେ। ପୀଡ଼ିତାଙ୍କ ନାଁ, ଫଟୋ ଆଦି ଭାଇରାଲ୍‌କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ ସର୍ବୋଚ୍ଚ ନ୍ୟାୟାଳୟ।ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ମଧ୍ୟ ପ୍ରଶ୍ନ କଲେ। ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କରିଛନ୍ତି।

 

By Nirvay

Leave a Reply

Your email address will not be published. Required fields are marked *