ସମୀର ଦାଶଙ୍କ ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ। ସୂଚନା ଅନୁଯାୟୀ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଲେ ବାର୍ତ୍ତା ସମୀର ଦାସ।

ନିମାପଡ଼ା ଆସନରେ ସମୀର ଦାଶଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ସୁଯୋଗ ଦେଇଛି ବିଜୁ ଜନତା ଦଳ । କିନ୍ତୁ କାହିଁକି ଟିକେଟ୍ କଟିଲା ଏବଂ ଆଗାମୀ ଦିନରେ ତାଙ୍କର କ’ଣ ଆଭିମୁଖ୍ୟ ରହିବ ସେ ନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକ କହିଛନ୍ତି, ସମୀରଙ୍କ ସହଯୋଗ ଲୋଡ଼ିବି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *