ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍ ସୁଡୁଙ୍ଗା ଜଙ୍ଗଲ ନିକଟରେ ଆଜି ପୁଲିସ୍ ଏନ୍କାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ଆହାତ ହୋଇଛି। ଆହାତ ଅପରାଧୀ ଜଣକ ସୁନାପାଲି ଅଞ୍ଚଳର ମହମ୍ମଦ ଇରଫାନ୍ ବୋଲି ଚିହ୍ନଟ ହୋଇଛି। ତାହା ନାମରେ ଡକାୟତି, ରାହଜାନି, ଆଲୁମିନିୟମ୍ ତାର ଚୋରି, ସିନ୍ଧି ଚୋରି ଓ ମାଦକ ଦ୍ରବ୍ୟ କାରବାର ଭଳି ୨୪ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି। Post navigation BRICS Summit 2026: BRICS ସମ୍ମିଳନୀର ଶେଷ ଦିନର କାର୍ଯ୍ୟସୂଚୀ