Budget Session Of Odisha Assembly to begin from February 17

ନଭେମ୍ବର ୧୮ରୁ ଓଡ଼ିଶାର ୧୭ତମ ବିଧାନସଭାର ଅଷ୍ଟମ ଅର୍ଥାତ୍ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ମୋଟ ୪୪ ଦିନର ଏହି ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ ।

ଅଧିବେଶନର ଅସ୍ଥାୟୀ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୮ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ବିବରଣୀ ଉପସ୍ଥାପନ କରାଯିବ । ଏହି ଅତିରିକ୍ତ ବ୍ୟୟ ବିବରଣୀ ସମ୍ପର୍କିତ ଅନୁଦାନ ଉପରେ ନଭେମ୍ବର ୨୫, ୨୬ ଓ ୨୭ ତାରିଖରେ ଆଲୋଚନା ହେବ । ସେହିପରି, ୨୦୨୬-୨୭ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ବିବରଣୀ ସମ୍ପର୍କିତ ବିଲ୍ ନଭେମ୍ବର ୩୦ରେ ଆଗତ କରାଯିବ ।

By Nirvay

Leave a Reply

Your email address will not be published. Required fields are marked *