ରତ୍ନଭଣ୍ଡାର ଖୋଲିସାରିଛି। ରତ୍ନଭଣ୍ଡାର ଖୋଲିବା ସମୟରେ ଭିତରେ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡିଥିବା ନେଇ ଖବର ଆସିଥିଲା। ହେଲେ ଏସପି ଶ୍ରୀ ମିଶ୍ର ବାହାରକୁ ଆସିବା ପରେ କହିଛନ୍ତି ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର କିଛି ହୋଇନି। ସବୁ କାମ ଠିକଠାକ ଚାଲିଛି। ବେଶୀ କିଛି କହିପାରିବିନି।

Leave a Reply

Your email address will not be published. Required fields are marked *