ସରକାର ଓ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ତ୍ୱେ ରଥଯାତ୍ରାରେ ବଡ଼ ଅଘଟଣ ଘଟିଛି । ବଡ଼ଦାଣ୍ଡ ସ୍ଥିତି ମରିଚିକୋଟ ଛକଠାରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରବିବାର ପୁଲିସର ହସ୍ତଗତ ହୋଇଛି। ମୃତକଙ୍କ ଛାତି ପଞ୍ଜରା ହାଡ଼ଗୁଡ଼ିକ ଭାଙ୍ଗି ଯାଇଥିବା ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି। ତେଣୁ, ଦଳାଚକଟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସେଥିରୁ ସ୍ପଷ୍ଟ ହୋଇଛି। Post navigation Balianta Lynching Case: ବାଲିଅନ୍ତା ହତ୍ୟା ମାମଲା; ଆସିଲା ଓମ୍ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ Fertilizer Crisis in Odisha: ରାଜ୍ୟରେ ଦୂର ହେବ ସାର ସଂକଟ; ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ଚିଠି