ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ।ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ନୂଆପଡ଼ାର ୪ ଥରର ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ସୂଚନାଯୋଗ୍ୟ, ନୂଆପଡ଼ାରୁ…

ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ

ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ । ଏହି ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ରହିଛନ୍ତି । ଏହା ସହ ବୈଠକରେ ବିଜେପି…

ମନମୋହନ ଧାଇଁଲେ ଦିଲ୍ଲୀ, ନୂଆ ତାଲିକା ଧରି ଫେରିବେ

ଦି’ଦିନ ତଳେ ଭାଜପା ସଭାପତି ମନମୋହନ ସାମଲ ଫେରିଥିଲେ ଦିଲ୍ଲୀ। ଶନିବାର ନୂଆଁଖାଇ ଭେଟଘାଟ ଲାଗି ଯାଇଥିଲେ ସମ୍ବଲପୁର। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବି ଥିଲେ ସମ୍ବଲପୁରରେ। କିନ୍ତୁ ହଠାତ ଦିଲ୍ଲୀରୁ ଡାକରା ପାଇ ସଭାପତି ଗଲେ ଦିଲ୍ଲୀ । ଏହାକୁ…

ଅବସର କର୍ମଚାରୀଙ୍କ ପ୍ରତି କାହିଁକି ମେହେରବାନ୍ ସରକାର ?

ଅନେକ ସରକାରୀ ପଦ ପଦବୀ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଯୁକ୍ତି ସଂକ୍ରାନ୍ତ କିଛି ବିଶେଷ ଘୋଷଣା କରିଛନ୍ତି । ୨୯ହଜାର ଖାଲି ପଦବୀ ପୂରଣ ହୋଇଥିବା ଗତ ମାସ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଭାଜପା ସରକାର କ୍ଷମତାକୁ…

ଭିତରକନିକା ଜଙ୍ଗଲରେ ମାଆପୁଅ ନିଖୋଜ; ୫ ଦିନ ହେବ ମିଳୁନି ପତା 

ଭିତରକନିକା ଜଙ୍ଗଲ ଭିତରେ ମାଆପୁଅ ନିଖୋଜ। ନଦୀକୁ ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ଥିବା ଅଭିଯୋଗ ହୋଇଛି। ଭଉଣୀ ଓ ପୁତୁରା ସହ ଉଭୟ ଯାଇଥିବା ବେଳେ ୫ ଦିନ ହେଲାଣି ପତ୍ତା…

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ । ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ…

ଏସିଆ କପ୍‌ ଚାମ୍ପିୟନ ଟାଇଟଲ ହାତେଇଲା ଟିମ୍‌ ଇଣ୍ଡିଆ

ଏସିଆ କପ୍‌ ଚାମ୍ପିୟନ ଟାଇଟଲ ହାତେଇଲା ଟିମ୍‌ ଇଣ୍ଡିଆ । ଭାରତ ଚତୁର୍ଥ ଥର ପାଇଁ ହକି ଏସିଆ କପ୍ ଟାଇଟଲ୍ ଜିତିଛି । ଏସିଆ କପ୍ ହକି ୨୦୨୫ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ପରାଜିତ କରିବା…

ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଡାକ୍ତରଙ୍କ ସହ…

ଆସନ୍ତା ୧୩ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ମୌସୁମୀ ସକ୍ରିୟ ଥିବାରୁ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି। ତେଣୁ…

କାରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଲଜ୍ଜା । କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ ଏବେ ସମ୍ନାକୁ ଆସିଛି। ଗଣେଶ ପୂଜା ଭସାଣୀ ଦେଖୁବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ…