ତାଜା ଖବର ରାଜ୍ୟ ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 20, 2025 Papirani
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ବିଧାନସଭା ପରିସରରେ ସ୍ୱର୍ଗତ ଜର୍ଜ ତିର୍କିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ September 20, 2025 Papirani
ତାଜା ଖବର ରାଜ୍ୟ ଆଜି ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ; ମୁଖ୍ୟଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 20, 2025 Papirani
ସ୍ପଷ୍ଟ କରିଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା, କୌଣସି ନୂଆ ଜିଲା ଗଠନର ପ୍ରସ୍ତାବ ନାହିଁ December 2, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ୨ ତାରିଖ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଥମଥର ପାଇଁ ପଦ୍ମପୁରକୁ ପ୍ରଚାର ପାଇଁ ଯାଉଛନ୍ତି । ପଦ୍ମପୁର ଜିଲା ଘୋଷଣା ଏକ ପ୍ରମୁଖ ପ୍ରସଙ୍ଗ ଆରମ୍ଭରୁ ହୋଇ ରହିଆସିଛି । କିନ୍ତୁ ଏବେ…
ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ December 2, 2022 ନିର୍ଭୟ ମିଡ଼ିଆ : କଟକ : ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି । କଟକ ଚନ୍ଦି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୮୨…
ସରିଲା ଅଫତାବଙ୍କ ନାର୍କୋ ଟେଷ୍ଟ, ଚେତା ଫେରିଲେ ଜେଲ ଯିବ December 1, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ରୋହିଣୀର ଏକ ହସପିଟାଲରେ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତଙ୍କ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ସରିଛି। ଅଫତାବଙ୍କୁ ଏବେ ଦୁଇ ଘଣ୍ଟା ଅବଜରଭେସନରେ ରଖାଯାଇଛି। ପରେ ତାଙ୍କୁ ସାଇକୋଲୋଜିକାଲ…
ଟ୍ରେନରେ ଫେରୁଥିଲେ ୨ ବୃଦ୍ଧ ଦମ୍ପତି, ନିଶା ଦେଇ ସବୁ ଲୁଟ୍ December 1, 2022 ନିର୍ଭୟ ମିଡ଼ିଆ :ବ୍ରହ୍ମପୁର : ପୁରୀ- ଗୁଣୁପୁର ଟ୍ରେନରେ ମାତିଲେ ଲୁଟେରା। ଏଥର ଲୁଟେରାଙ୍କ ଟାର୍ଗେଟରେ ପଡ଼ିଗଲେ ୨ ବୃଦ୍ଧ ଦମ୍ପତି। ଲୁଟେରା ସେମାନଙ୍କୁ ମିଠା ମିଠା କଥା କହି ନିଶା ଦେଇ ମୋବାଇଲଠୁ ଆରମ୍ଭ କରି ସବୁ ଲୁଟି ନେଇଥିବା…
ମମିତା ହତ୍ୟା ମାମଲା: ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇ ଗିରଫ December 1, 2022 ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି…
ଟିକସ ଫାଙ୍କିବା ଅଭିଯୋଗରେ ୨ ଟ୍ରକ୍ ଜବତ, ୨ କୋଟି ଜୋରିମାନା December 1, 2022 ନିର୍ଭୟ ମିଡ଼ିଆ : ବାରିପଦା : ଟିକସ ଫାଙ୍କିବା ମହଙ୍ଗା ପଡ଼ିଲା। ଏହି ଅଭିଯୋଗରେ ଦୁଇ ଟ୍ରକ୍କୁ ଜବତ କରାଯିବା ସହ ୨ କୋଟିର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ଗୁଟକା ଓ ପାନ ମସଲା ବୋଝେଇ କରି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ…
ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ, ମିଳିବନି ଜାମିନ December 1, 2022 ଏଜେନ୍ସୀ : ଡେରାଡୁନ : ବେଆଇନ ଧର୍ମାନ୍ତରଣ ରୋକିବା ପାଇଁ ଉତ୍ତରାଖନ୍ଦ ସରକାର ଗୋଟିଏ କଡ଼ା ବିଲ୍ପାରିତ କରିଛନ୍ତି । ବିଧାନସଭାରେ ଏହି ବିଲ୍ପାରିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ । ଧର୍ମାନ୍ତରଣକୁ ଏଣିକି ଗୋଟିଏ…
ଦିଲ୍ଲୀ ଅବକାରୀ ନୀତି ମାମଲା: ସାମ୍ନାକୁ ଆସିଲା କେସିଆରଙ୍କ ଝିଅ କବିତାଙ୍କ ନାଁ December 1, 2022 ଏଜେନ୍ସୀ : ହାଇଦ୍ରାବାଦ : ଦିଲ୍ଲୀ ଅବାକରୀ ନୀତି ଦୁର୍ନୀତି ଘଟଣାରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଧାୟକ କବିତାଙ୍କ ନାଁ ଯୋଡ଼ି ହୋଇ ଯାଇଛି । ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କ ଭୂମିକା ରହିଥିବାରୁ ଇଡି…
ଗୁଜରାଟର ୮୯ ଆସନ ପାଇଁ ଭୋଟି ଆରମ୍ଭ, ସିଲ୍ ହେବ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ December 1, 2022 ଏଜେନ୍ସୀ : ଅହମଦାବାଦ : ଭାଜପାର ଗଡ଼ ଗୁଜରାଟରେ କିଏ ଗଠନ କରିବ ସରକାର? କ’ଣ ବିଜେପି ୨୭ ବର୍ଷ ହେଲା ଜାରି ରଖିଥିବା ବିଜୟ ଧାରାକୁ କାଏମ ରଖିବ ନା ବିରୋଧୀ ଏଥର କମବ୍ୟାକ କରିବେ? ଏ ପ୍ରଶ୍ନର ଉତ୍ତର…
ଭାରତ-ଆମେରିକା ଯୁଦ୍ଧାଭ୍ୟାସକୁ ଦେଖି ଚିନ୍ତାରେ ଚାଇନା December 1, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଏଲଏସିରେ ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଆପତ୍ତି ଉଠାଇଛି ଚାଇନା । ଏପରି ମିଳିତ ସମରାଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଙ୍ଘନ ବୋଲି ବେଜିଂ ଦାବି କରିଛି ।…