ମୋବାଇଲ ଗେମ୍‌ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ସାଙ୍ଗ

ମୋବାଇଲ ଗେମ୍‌ କାଳ ସାଜିଛି। ପୂର୍ବରୁ ଏହି କାରଣରୁ ଅନେକ ଜୀବନ ଯାଉଥିବା ଦେଖିବାକୁ ମିଳିଥିଲା ବେଳେ ଏବେ ୨ ସାଙ୍ଗ ମୋବାଇଲ ଗେମ୍‌ ପାଇଁ ଆଉ ଜଣେ ସାଙ୍ଗକୁ ପଥର ଛେଚି ନଦୀକୁ ଫିଙ୍ଗି କରିଛନ୍ତି ହତ୍ୟା। ମୃତ ଛାତ୍ର…

ହକି ପାଇଁ କୋକେନ୍‌ ଆହୁରି ଆଗକୁ କ’ଣ?

ଭୁବନେଶ୍ୱରରୁ କୋକେନ୍‌ ଜବତ ହେବା ଘଟଣା ପୁଲିସକୁ ଏବଂ ସାଧାରଣ ଲୋକଙ୍କୁ ବିଚଳିତ କରିଛି। ପ୍ରଥମ ଥର ପାଇଁ ରାଜଧାନୀରୁ ଜବତ ହେଲା କୋକେନ୍‌। ଏସଂକ୍ରାନ୍ତରେ ଦୁଇଜଣ ଗିରଫ ହୋଇଛନ୍ତି । କିନ୍ତୁ ସେମାନଙ୍କୁ ଠାରୁ ଯେଉଁ ପ୍ରାରମ୍ଭିକ ସୂଚନା ମିଳିଛି,…

ବିଧାନସଭା ନିର୍ବାଚନ ପୂର୍ବରୁ ଲଢେଇ ଜୋର, ଟିଆରଏସ୍‌ର ‘ଧାନ’ ବନାମ ଭାଜପାର ‘ହଳଦୀ’

ତେଲେଙ୍ଗାନାରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। କ୍ଷମତାରେ ଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସହ ମିଶି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା ଭାଜପା ମଧ୍ୟ ଏବେ ନିଜ ପ୍ରଚାର ଅଭିଯାନକୁ ଜୋର କରିଦେଇଛି। ଭାଜପାର ପ୍ରସ୍ତୁତିରେ ଏବେ…

ମାସ୍କ ଯୁକ୍ତ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର, ଅଲ-ଅକ୍ସା ମସ୍‌ଜିଦ୍‌ରେ ହିଂସା, ୧୨୦ ଆହତ

ଜେରୁଜେଲମର ପବିତ୍ର ସ୍ଥଳ ଅଲ-ଅକ୍ସା ମସ୍‌ଜିଦ୍‌ ପରିସରରେ ପୁଣିଥରେ ହିଂସା ଘଟଣା ଦେଖିବାକୁ ମିଳିଛି। ଏଥିରେ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ଏଠାରେ ଯେଉଁପ୍ରକାରର ହିଂସା ବିଶେଷ କରି…

ବିମାନ ଭିତରେ ମୋବାଇଲରେ ନିଆଁ : ଡରିଗଲେ ସମସ୍ତେ

ଆକାଶରେ ଉଡୁଥିଲା ବେଳେ ଏକ ଯାତ୍ରୀବାହୀ ବିମାନରେ ସମସ୍ତେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ। କାରଣ ଜଣେ ଯାତ୍ରୀଙ୍କ ମୋବାଇଲ ଫୋନ୍‌ରେ ନିଆଁ ଲାଗିଯାଇଥିବା ଠାବ କରାଯାଇଥିଲା। ଏକ ବିରାଟ ଦୁର୍ଘଟଣା ଘଟିବାର ଆଶଙ୍କାରେ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ।…

ଝୁଲନ୍ତା ମୃତଦେହ ଉଦ୍ଧାର

ଶୁକ୍ରବାର ସକାଳେ ରାଜଧାନୀ ଭୁବନେଶ୍ୱର ସ୍ଥିତ ନାଲକୋ ଛକ ନିକଟରୁ ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଲକୋ ଛକ ନିକଟରେ ଥିବା ଏକ ଗଛରେ ଯୁବକଙ୍କ…

କେଭିରେ ସାଂସଦ-ଜିଲ୍ଲାପାଳ କୋଟାରେ ମିଳିବନାହିଁ ନାମଲେଖା

କେଭିରେ ସାଂସଦ-ଜିଲ୍ଲାପାଳ କୋଟାରେ ମିଳିବନାହିଁ ନାମଲେଖା ଏଜେନ୍ସୀ : ନୂଆଦିଲ୍ଲୀ ,କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଗୁରୁବାର ନିଆଯାଇଛି ଏକ ବଡ ନିଷ୍ପତ୍ତି । ସଂଗଠନ ନିଜର ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସାଂସଦ ଏବଂ ଜିଲ୍ଲାପାଳଙ୍କ କୋଟାରୁ ବିଦ୍ୟାଳୟରେ ହେଉଥିବା ନାମଲେଖା…

ଦଶମ ଶ୍ରେଣୀ ଭିନ୍ନକ୍ଷମ ନାବାଳିକା କୁ ଗଣ ଦୁଷ୍କର୍ମ ।

ଯଶୀପୁର ଥାନା ଅଞ୍ଚଳରେ ଏକ ଦଶମ ଶ୍ରେଣୀ ଭିନ୍ନକ୍ଷମ ନାବାଳିକା ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଘଟଣା ଏ ଅଞ୍ଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ ଯଶୀପୁର ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଭିନ୍ନକ୍ଷମ ନାବାଳିକା ଛାତ୍ରୀ ବିଦ୍ୟାଳୟ କୁ…

୨୦ ବର୍ଷୀୟ ମହିଳା ୪୦ ଫୁଟ୍‌ ତଳକୁ ଡେଇଁ କରୁଥିଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ୨୦ ବର୍ଷୀୟ ମହିଳା ୪୦ ଫୁଟ୍‌ ତଳକୁ ଡେଇଁ କରୁଥିଲେ ଆତ୍ମହତ୍ୟାର ଉଦ୍ୟମ ବଞ୍ଚାଇଦେଲେ ସିଆଏସଫ କର୍ମଚାରୀ। ଆଜି ଏମନ୍ତି ଏକ ଘଟଣା ଘଟିଛି ଦିଲ୍ଲୀର ଅକ୍ସରଧାମ ମେଟ୍ରୋ ଷ୍ଟେସନରେ ଜଣେ ୨୦ ବର୍ଷୀୟ ମହିଳା ସହ ୪୦ ଫୁଟ୍‌…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହକିି ବିଶ୍ବକପ୍‌ ଲୋଗୋ-୨୦୨୩ ହେଲା ଉନ୍ମୋଚିତ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ହକିି ବିଶ୍ବକପ୍‌ ଲୋଗୋ-୨୦୨୩କୁ ଉନ୍ମୋଚିତ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ, ଭିକେ ପାଣ୍ଡିଆନ୍‌, ଭାରତୀୟ ହକି…