ବାପା-ମା’ ଆଗରେ ୨ ପୁଅଙ୍କୁ ଦଳି ଦେଲା ହାତୀ

ନିର୍ଭୟ ମିଡ଼ିଆ : ଝାରସୁଗୁଡା : ହାତୀ ଉଜାଡ଼ିଦେଲା ସଂସାର । ଖାଲି କରିଦେଲା ବାପାମା’ଙ୍କ କୋଳ । ଶୋଇଥିବା ଅବସ୍ଥାରେ ଟେକି ନେଇ ୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ । ବାପାମା’ ଏବେ ଆଖିରୁ ଲୁହ ଗଡ଼ାଉଥିବା ବେଳେ…

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ନିର୍ଭୟ ମିଡ଼ିଆ : ଅନୁଗୋଳ : ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ । ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେଇ…

ଆଜିଠୁ ପଞ୍ଚୁକ, ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ନିର୍ଭୟ ମିଡ଼ିଆ : ପୁରୀ : ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ । ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ…

ପଞ୍ଚୁକରେ ଖାଁ ଖାଁ ଧବଳେଶ୍ୱର ପୀଠ; ଏଲଇଡିରେ ଚାଲିଛି ବାବାଙ୍କ ଦର୍ଶନ

ନିର୍ଭୟ ମିଡ଼ିଆ : ଆଠଗଡ଼ : ଆଜି ହେଉଛି ପ୍ରଥମ ପଞ୍ଚୁକ । ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ । ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ…

ଅଜଣା ଜନ୍ତୁ ଆତଙ୍କ, ୬୦ରୁ ଅଧିକ ଛେଳି ମୃତ

ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି…

ବିଲକୁ ଓଲଟିଲା ଯାତ୍ରୀବାହୀ ବସ୍‌

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଆଜି ଭୋରରୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବଳ କୁହୁଡ଼ି ଯୋଗୁ ବସ୍‌ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି…

ଲାଲକିଲା ଆକ୍ରମଣ: ଦୋଷୀ ଅସଫାକର ଫାଶୀ ଦଣ୍ଡାଦେଶ କାଏମ

ଏଜେନ୍ସୀ : ନୂଆଦିଲ୍ଲୀ : ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହୋମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଅସଫାକର ପୂନବିଚାର ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ୨୨…

ଦିଲ୍ଲୀରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଦୂଷଣରେ ଭରପୂର ଦେଶର ରାଜଧାନୀ ଦିଲ୍ଲୀ । ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ । ବିଷ ପାଲଟି ଗଲାଣି ଏଠାକାର ବାୟୁ । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ…

କବାଟ ଭିତରୁ ବାହାରିଲା ମାଳ ମାଳ ମଦ ବୋତଲ

ଏଜେନ୍ସୀ : ନୂଆଦିଲ୍ଲୀ : କିଏ ପରିବାର ଗାଡି ଭିତରେ ଲୁଚାଇ ମଦ ଚାଲାଣ କରୁଛି ତ ଆଉ କିଏ ବିଭିନ୍ନ ସାମଗ୍ରୀ ଆଳରେ ଚୋର ଚାଲାଣ କରୁଛନ୍ତି ମଦ । କେତେବେଳେ ଟ୍ରକରେ , କେତେବେଳେ ବାଇକ୍‌ ଡିକିରେ ତ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

ଏଜେନ୍ସୀ : ଲକ୍ଷ୍ନୌ : ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲେ ହୋଟେଲର ଦୁଇ କର୍ମଚାରୀ । ଉତ୍ତରପ୍ରଦେଶର ଧାର୍ମିକ ସହର ମଥୁରାରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ । ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ…