ଆଦିବାସୀଙ୍କ ଶିକ୍ଷାରେ ପରିବର୍ତ୍ତନ: ଓଡିଶାରେ ହେବ ୧୧୪ ମଡେଲ ସ୍କୁଲ

ଭାରତରେ ଆଦିବାସୀ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସରୁ ରାଜ୍ୟ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ଯେ ଓଡ଼ିଶାରେ ୮୭ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ନିର୍ମାଣ ଚାଲିଛି। ଟୁଡୁ କହିଛନ୍ତି ଯେ,…

ନବୀନ ନିବାସରେ ଟିକେଟ କସରତ

ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ।ବ୍ରହ୍ମପୁର ସଂସଦୀୟ କ୍ଷେତ୍ର…

ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଣକ୍ୟାଡର ଅଫିସର ହୋଇଥିବାରୁ ତୁରନ୍ତ ବଦଳି ପାଇଁ…

ଗୁରୁତର ଅବସ୍ଥାରେ ମନ୍ତ୍ରୀ ଦାମୋଦର ରାଉତ

ଭୁୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ଦେଲେ ସୂଚନା…

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହେଲେ ଦାରିଙ୍ଗବାଡ଼ି ବିଇଓ

ବାଲିଗୁଡ଼ା: ବିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ । ଗିରଫ ହେଲେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ରସାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ନ୍ୟାସନାଲ ପେନସନ ସ୍କିମରୁ ୨୦…

ବିଜେଡିରୁ ଇସ୍ତଫା ଦେବେ ସାଂସଦ ଭର୍ତ୍ତୃହରି ମହତାବ!

ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜେଡିର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଦଳରୁ ଖୁବ୍ ଶୀଘ୍ର ଇସ୍ତଫା ଦେବେ ବୋଲି ଶୁଣାଯାଉଛି। ବିଜୁ ଜନତା ଦଳର ବିଗତ ଦିନରେ ଯେଉଁ ରୂପାନ୍ତରଣ ହୋଇଛି, ସେଥିରେ ଭର୍ତ୍ତୃହରି…

ମେଣ୍ଟ କେଁ: ଭାଜପା ସରକାରରେ ସାମିଲ ହେଉ, ଚାହୁଁନାହାନ୍ତି ପାଣ୍ଡିଆନ

ନିର୍ଭୟ ମିଡିଆ, ନୂଆଦିଲ୍ଲୀ: ବିଜୁ ଜନତା ଦଳ ନେତା ଭିକେ ପାଣ୍ଡିଆନ କହିଲେ, ଉପରେ ଆଲୋଚନା ହୋଇଛି । ବୃହତ୍ତର କାରଣ ଲାଗି ମୋଦୀ ଓ ନବୀନ ନିକଟତର ହୋଇଛନ୍ତି । ଭାଜପା ଚାଣକ୍ୟ ଅମିତ ଶାହା ଓଡ଼ିଶାରେ ମେଣ୍ଟ ବ୍ୟାପାରରେ…

ପ୍ରଦୀପ ମାଝୀ ନବରଙ୍ଗପୁର ରୁ ବିଜେଡି ସାଂସଦ ପ୍ରାର୍ଥୀ?

ଭୁବନେଶ୍ବର: ନବୀନ ନିବାସରେ ଆଜି ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ…

କୋରାପୁଟ ଲୋକସଭା ନିର୍ବାଚମଣ୍ଡଳୀକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ

ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ପାଇଁ ବିଜୁ ଜନତା ଦଳ (ବିଜେଡି) ଚାଲିଥିବା କସରତ ମଧ୍ୟରେ ଦଳ ଆଜି ନବୀନ ନିୱାସ ଠାରେ ଏକ ସମୀକ୍ଷା ବୈଠକ କରି କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ତଥା ଏହା ଅଧୀନରେ ଥିବା ବିଧାନସଭା ଆସନ ପାଇଁ…

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ

ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏବେ ବି ଏହି ପ୍ରସଙ୍ଗରେ ପୂର୍ଣ୍ଣ ଚ୍ଛେଦ ପଡ଼ିନି । ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ…