ଓଡ଼ିଶା ପାଇଁ ଆଉ ୩ଟି ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଡ଼ିଶାରେ ବାକି ଥିବା ୩ଟି ଲୋକସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ କଟକରୁ ବିଜେପିର ପ୍ରାର୍ଥୀ ହେବେ । ଯାଜପୁର ପାଇଁ ପ୍ରାର୍ଥୀ ହେଲେ ଡାଃ ରବୀନ୍ଦ୍ର ନାରାୟଣ…

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାରା ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଘୋଷଣା କରିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୁର୍ବାହ୍ନ ୧୧:୩୦ ଯାଏଁ ସ୍କୁଲ…

ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ଼ ମିଛୁଆ ଓ ଗୁଜବକାରୀ: ଦେବାଶିଷ ନାୟକ

‘ଓଡିଶାରେ ସର୍ବାଧିକ ବେରୋଜଗାରୀ ବା ବେକାର ଯୁବକ । ନା ନିଯୁକ୍ତି ଅଛି ନା ନିଯୁକ୍ତି ପାଇଁ ତାଲିମ ବ୍ୟବସ୍ଥା ଅଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ଓଡିଶାର ସ୍ଥିତି ଯାହା ଥିଲା, ୨୪ ବର୍ଷର ଶାସନ ପରେ…

ବିଜେଡିକୁ ଅଲବିଦା କହିଲେ ଦୁଇ ଅଭିନେତା ଆକାଶ ଓ ଅନୁଭବ

ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ବିଜେଡି ଛାଡ଼ିଲେ ଦୁଇ ଓ ଅଭିନେତା – ଅନୁଭବ ଓ ଆକାଶ । ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି…

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପ୍ରିୟଦର୍ଶୀ ମିଶ୍ର

ଶାସକ ବିଜୁ ଜନତା ଦଳକୁ ଲାଗିଛି ଏକ ଶକ୍ତ ଝଟକା । ପୂର୍ବତନ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଆଜି ଦଳ ପରିତ୍ୟାଗ କରିଛନ୍ତି । ପ୍ରିୟଦର୍ଶୀ ମିଶ୍ର ଆଜି…

ନିର୍ବାଚନୀ ପୋଷ୍ଟରରେ ନାହାନ୍ତି ପାଣ୍ଡିଆନ

ନିର୍ଭୟ ମିଡ଼ିଆ: ବିଜୁ ଜନତା ଦଳ ଯେଉଁସବୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ସେସବୁ ପ୍ରାର୍ଥୀଙ୍କ ସକାଶେ ଦଳୀୟ ପ୍ରଚାରପତ୍ର ପଠାଗଲାଣି । କିନ୍ତୁ ଏହି ପ୍ରଚାରପତ୍ରକୁ ଭିନ୍ନ ଧରଣର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପୋଷ୍ଟରରେ କୌଣସିଠାରେ ୫-ଟି…

ବିଜେପିରେ ମିଶିଲେ ଧନେଶ୍ୱର ମାଝୀ

ଭୁବନେଶ୍ୱର; ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥରର ବିଧାୟକ ଧନେଶ୍ୱର ମାଝୀ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଧନେଶ୍ୱର ମାଝୀ ୨୦୦୯ ମସିହାରେ…

ମିଥ୍ୟା ପ୍ରଗତିର ଅଭିନବ ପ୍ରଚାରକ ନବୀନ ସରକାର: ସଜ୍ଜନ ଶର୍ମା

ଭୁବନେଶ୍ୱର : ରାଜସ୍ୱ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ନବୀନ ଶାସନରେ ଓଡ଼ିଶାର ଶ୍ରମିକ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ମଜୁରୀ ପାଇବାକୁ କାହିଁକି ବାଧ୍ୟ ହେଉଛି? ଗୋଆ ଭଳି ଛୋଟିଆ ରାଜ୍ୟର ଶ୍ରମିକ ଦୈନିକ ୩୫୭ଟଙ୍କା ମଜୁରୀ ପାଉଥିବାବେଳେ ଓଡ଼ିଆ…

ମୋଦୀ ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ : ଅନିଲ ବିଶ୍ୱାଳ

ଭୁବନେଶ୍ୱର: ମୋଦୀ ଗ୍ୟାରେଂଟି ପାଇଁ ଆଜି ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତନ ଆସିଛି । ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା…

ଧମକ ଦେଉଛନ୍ତି ପୋଲିସ ଅଫିସର : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ପୋଲିସ ନାଁରେ ଗୁରୁତର ଅଭିଯୋଗ କଲେ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଆରୋପ । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଧମକ ଦେଉଥିବା ଅଭିଯୋଗ କଲେ । ଜଣେ ପୂର୍ବତନ…