ଥାନା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ନିର୍ଭୟ ମିଡ଼ିଆ : ମାଲକାନଗିରି ପୁଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ସାମ୍ନାରେ । ମହିଳା ଜଣକ ହେଲେ ଗଙ୍ଗଳା ଗାଁର…

ବିଷ ପିଇଦେଲେ ପୁଅ ବୋହୂ ଓ ମା’

ଘରୋଇ କଳହ ନେଲା ସାଂଘାତିକ ରୂପ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପୁଅବୋହୂ ବିଷ ପିଇଦେଲେ । ଏହା ସହି ନ ପାରି ଶେଷରେ ମା’ ବି ବିଷ ପିଇଦେଲେ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର…

ସ୍ୱାମୀକୁ ପିଟି ମାରିଦେଲା ସ୍ତ୍ରୀ

ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ । ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ଜୀବନ । ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ…

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ରାଜଧାନୀରେ ପୁଣି ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱରସ୍ଥିତ ଇନଫୋସିସ୍‌ ଥାନା ଅନ୍ତର୍ଗତ ଶିଖରଚନ୍ଦୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା…

ଶେଷରେ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

ଜାତୀୟ ଜନଜାତି କମିଶନଙ୍କ ନୋଟିସକୁ ବାରମ୍ବାର ଅଣଦେଖା କରିବା ପରେ ଶେଷରେ ଗୁରୁବାର ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ। ଜାତୀୟ ଜନଜାତି କମିଶନଙ୍କ ବାରମ୍ବାର ସମନ ସତ୍ତ୍ୱେ ହାଇକୋର୍ଟରୁ ରହିତାଦେଶ ଆଣି ଆଶ୍ୱସ୍ତ ଥିବା ଜିଲ୍ଲାପାଳ ଶେଷରେ କମିଶନ…

ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ ମହିଳା ମିଶନ ପାଇଁ ୫୦ ହଜାର କୋଟି ଋଣ, ଟାଟାରୁ ଫେରିବ ୮୭୧ ଏକର ଜମି

ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାବିନେଟ ବୈଠକରେ ସମୁଦାୟ ୩୨ଟି ପ୍ରସ୍ତାବକୁ ୩୨ ମିନିଟ ଭିତରେ ମଞ୍ଜୁରୀ ଦିଆଯାଇଛି । ୫.୩୩ ମିନିଟରେ ଆରମ୍ଭ ହୋଇଥିବା…

ଖଣ୍ଡିତ ସିଂହ ଜାତିର ବ୍ୟାକୁଳତାକୁ ଗର୍ଜନ କରି କହୁଛି ମୁଁ ଏଠାରେ ଅଛି

ପରିକ୍ରମା ପ୍ରକଳ୍ପ ବିବାଦ ଆଉ ଥମିବ ନାହିଁ । ସରକାର ହାଇକୋର୍ଟଙ୍କ ବାହାନାରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ସରକାରଙ୍କୁ ଏମାର ମଠ ପରିସର ଭିତରୁ ୩୦ଫୁଟ୍‌ ମାଟି ତଳୁ ମିଳିଥିବା ସିଂହ ମୂର୍ତ୍ତି ଭୟଙ୍କର ଅଡ଼ୁଆ ଭିତରକୁ…

୨୦ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ ହେଲା ଦୁଷ୍କର୍ମକାରୀ

ନୟାଗଡ଼ : ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ର ଆଦେଶ ଦେଇଛନ୍ତି ନୟାଗଡ଼ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ବିଚାରପତି। ୨୦୧୯ ଏପ୍ରିଲ୍ ମାସରେ ଜିତେନ୍ଦ୍ର ମହାରଣା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ରିପୋର୍ଟ ହୋଇଥିଲା। ସରକାରୀ ଓକିଲ ଅମୀୟ…

ଭୁବନେଶ୍ୱର ପାଇଁ ବ୍ୟାରେଜ ନିର୍ମାଣ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ ର ବୈଠକରେ ମୋଟ ୩୨ଟି ପ୍ରସ୍ତାବରେ ଭୁବନେଶ୍ୱର ବ୍ୟାରେଜ ନିର୍ମାଣ ସେଥିରେ ସାମିଲ ଅଛି । ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍ । ପାଣ୍ଡରା ନିକଟରେ ଏହି ବ୍ୟାରେଜ୍…

କ୍ୟାବିନେଟରେ ଅନୁଗୁଳ ମେଗା ଆଲୁମିନିୟମ ପାର୍କ ପାଇଁ ଅର୍ଥ ବ୍ୟୟର ନିଷ୍ପତି

ନିର୍ଭୟ : ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଅନୁଗୁଳ ମେଗା ଆଲୁମିନିୟମ ପାର୍କ ପାଇଁ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି ବୋଲି ସୂଚନା ମିଳିଛି । ଇଡକୋ ମାଧ୍ୟମରେ…