ପୁଣି ହନିଟ୍ରାପରେ ଫଶି ଯବାନ ଗିରଫ

ପୁଣିଥରେ ଜଣେ ଭାରତୀୟ ଯବାନ ହନିଟ୍ରାପରେ ଫଶିଛନ୍ତି । ରାଜସ୍ଥାନର ଜୋଧପୁରଠାରେ ଗୁଇନ୍ଦା ସଂସ୍ଥା ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଯବାନ ପ୍ରଦୀପ କୁମାର ପ୍ରଜାପତକୁ ଗିରଫ କରିଛି…

ଜେଲେନସ୍କିଙ୍କ ପ୍ରେମ ରେ ଉବୁଟୁବୁ ପୁଟିନଙ୍କ ଝିଅ

ନିର୍ଭୟ : ଭ୍ଲାଦିମିର ପୁଟିନଙ୍କ ଝିଅ ଜର୍ମାନୀର ଆଇଗର ଜେଲେନସ୍କି ଙ୍କ ପ୍ରେମରେ ପାଗଳ। ରୁଷିଆର ଆକ୍ରମଣରେ ୟୁକ୍ରେନ ହାରସଇ ହେଉଥିବା ବେଳେ ଏବେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କୁ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଜେଲେନସ୍କିଙ୍କ…

ମିଛ ଥିଲା ବର୍ଷାଙ୍କ ପ୍ରେମ ଭିଡିଓ ପାର୍ଟ -୨

ନିର୍ଭୟ : ନୂଆ ଭିଡିଓ ରେ ଅକୁହା କଥାର ଗୁମର ଖୋଲିଛନ୍ତି ଅନୁଭବ ମହାନ୍ତି। ପୁଣିଥରେ ଭିଡିଓ ପାର୍ଟ -୨ ଜାରିକଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ନିଜ ପରିବାର ଓ ତାଙ୍କ ପତ୍ନୀ ବର୍ଷାଙ୍କ ବିଷୟରେ ସେ ବହୁତ ଛାତି…

କମିଲା ପେଟ୍ରୋଲ-ଡିଜେଲ

ଗତ କିଛିମାସ ଧରି ଦରବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଥିବା ସାଧାରଣ ଖାଉଟିଙ୍କ ପାଇଁ ମୋଦୀ ସରକାର କରିଛନ୍ତି ବଡ଼ ଘୋଷଣା । ରୁଷ-ୟୁକ୍ରେନ୍‌ ଯୁଦ୍ଧ ପରେ ବିଶ୍ୱ ବଜାରରେ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି । ଭାରତ ଏଥିରୁ…

ଥାଇଲାଣ୍ଡ ଓପନ : ସେମିରେ ପରାଜିତ ହେଲେ ସିନ୍ଧୁ

ଷ୍ଟାର ଭାରତୀୟ ଖେଳାଳି ପିଭି ସିନ୍ଧୁ ଶନିବାର ଦିନ ଥାଇଲାଣ୍ଡ ଓପନ ସୁପର-୫୦୦ ସିରିଜରୁ ବାହାର ହୋଇଯାଇଛନ୍ତି । ଗତ ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ସିନ୍ଧୁ ମ୍ୟାଚ୍‌ ହାରିଯାଇଛନ୍ତି ସ୍ୱର୍ଣ୍ଣପଦକ ଜିତି ଯାଇଥିବା ଖେଳାଳିଙ୍କ ପାଖରୁ । ଅଲିମ୍ପିକ୍‌…

ବିଶ୍ୱକପ୍‌ ଆର୍ଚେରୀ : କମ୍ପାଉଣ୍ଡ ଦଳ ଜିତିଲା ସ୍ୱର୍ଣ୍ଣ

ଦକ୍ଷିଣ କୋରିଆର ଗ୍ୱାଙ୍ଗଝୁ ଠାରେ ଚାଲିଥିବା ବିଶ୍ୱକପ୍‌ ଆର୍ଚେରୀ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ କମ୍ପାଉଣ୍ଡ ଦଳ ସ୍ୱର୍ଣ୍ଣପଦକ ଜିତିଛି । ଶନିବାର ପଛରେ ପଡିବା ପରେ ଫାଇନାଲରେ ଫ୍ରାନ୍ସକୁ ୨ ପଏଣ୍ଟରେ ବଡ଼ ରୋଚକ ଢଙ୍ଗରେ ହରାଇଛି ଭାରତ ।…

ଓଡ଼ିଆ ଫିଜିଓଙ୍କ କମାଲ “ଖେଳାଳିଙ୍କ ଫାଇଦା ପାଇଁ ଆସିଲା କୁଲ ଡାଉନ୍‌”

ଭାରତୀୟ କ୍ରୀଡ଼ା ଦୁନିଆର ଅନ୍ୟତମ ସଫଳ ଫିଜିଓ ଓଡ଼ିଶାର ମୁକ୍ତି ପ୍ରସାଦ ଦାଶଙ୍କ ବ୍ୟକ୍ତିଗତ ଗବେଷଣା କ୍ରମେ ଖେଳାଳି ମାନଙ୍କ ପାଇଁ ଏକ ଚମକ୍ରାର ପ୍ରଡକ୍ଟର ବଜାର ପ୍ରବେଶ ହୋଇଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିନବ କୁଲ୍‌…

ବିଶ୍ୱ ଚମ୍ପିଆନକୁ ପୁଣି ହରାଇଲେ ପ୍ରଜ୍ଞାନାନନ୍ଦା

ଭାରତୀୟ ଯୁବ ପ୍ରତିଭା ରମେଶବାବୁ ପ୍ରଜ୍ଞାନାନନ୍ଦା ପୁଣି ଥରେ ଚେସର ବିଶ୍ୱ ଚମ୍ପିଆନ୍‌ ମାଗନସ କାର୍ଲସେନଙ୍କୁ ପରାଜିତ କରିଛନ୍ତି । ଏବର୍ଷ ବିଶ୍ୱ ଚମ୍ପିଆନକୁ ହରାଇବା ଏହା ତାଙ୍କର ଦ୍ୱିତୀୟ ଘଟଣା । ଚେସ୍‌ବଲ ମାଷ୍ଟର୍ସ ଅନଲାଇନ୍‌ ପ୍ରତିଯୋଗିତାରେ ୧୬ବର୍ଷିୟା ଭାରତୀୟ…

ଶ୍ରୀଲଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବା ଏକ ବଡ଼ ଆନନ୍ଦ

ଶ୍ରୀଲଙ୍କାରେ ଗତ କେଇମାସ ଧରି ଆର୍ଥିକ ସଂକଟ ଚରମରେ ରହିଛି । ବୈଦେଶିକ ମୁଦ୍ରା ପାଣ୍ଠି ଦେଶରେ ସରିଆସୁଥିଲା ବେଳେ ବାହାରୁ ଆମଦାନୀ କରି ଲୋକଙ୍କୁ ସାମଗ୍ରୀ ଯୋଗାଣ କରିବା ସରକାରଙ୍କ ପକ୍ଷରେ କଷ୍ଟକର ହୋଇପଡିଛି । ସବୁଠାରୁ ଅଧିକ ମାଡ଼…

ପୋଷା କୁକୁରକୁ କେନ୍ଦାରନାଥ ମନ୍ଦିରକୁ ନେବାରୁ ମାମଲା

କେଦାରନାଥ ମନ୍ଦିର ପରିସର ଭିତରକୁ ଏକ ପୋଷା କୁକୁରକୁ ଜବରଦସ୍ତୀ ପ୍ରବେଶ କରାଇବା କାରଣରୁ ଜଣେ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ନନ୍ଦିଙ୍କୁ ସେହି କୁକୁର ଛୁଇଁ ଥିବାର ଅଭିଯୋଗ ଶ୍ରଦ୍ଧାଳୁମାନେ କରିଥିବାରୁ ଆରମ୍ଭ ହୋଇଛି ତନାଘନା…