ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଉପରୁ ହଟିଲା ବହିଷ୍କୃତ ଆଦେଶ

୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ନିଷ୍ପତ୍ତି । ପୁରୁଣା ସହଯୋଗୀ ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ବ୍ରାହ୍ମଣ ବିବାଦକୁ ନେଇ…

ଆଜି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ , ୪ବର୍ଷରେ ପ୍ରକଳ୍ପ କାର୍ଯ୍ୟ ଶେଷ ନେଇ ଲକ୍ଷ୍ୟ ଧାର୍ଯ୍ୟ

ଆଜି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ , ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ . ତ୍ରିଶୂଳିଆ ରତାଗଡ ନୂଆସାହିଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ . ଦିନ ୧୧ଟା ୩୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ . ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ…

ନୂଆବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ 

ନୂଆବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ . PSLV-C58 ଜରିଆରେ ‘ଏକ୍ସପୋସାଟ୍‌’ ସାଟେଲାଇଟ୍‌ ଉତ୍‌କ୍ଷେପଣ ହୋଇଛି ଏକ୍ସପୋସାଟ୍‌’ ଓ ୧୦ ଅନ୍ୟ ପେଲୋଡ୍‌ର ବି ଉତ୍‌କ୍ଷେପଣ . ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ‘ଏକ୍ସପୋସାଟ୍‌’ର ଉତକ୍ଷେପଣ ହୋଇଛି ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍…

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା ।

ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି…

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାପରେ ରାଜଭବନରେ ବିଶ୍ରାମ ନେବେ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

୯୧ତମ ଜନ୍ମଦିନରେ ମନମୋହନଙ୍କୁ ଚାରିଆଡୁ ଶୁଭେଚ୍ଛା

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ମଙ୍ଗଳବାର ଦିନ ପାଳିଛନ୍ତି ନିଜ ୯୧ତମ ଜନ୍ମଦିନ । ସେହି ଭେଟେରାନ କଂଗ୍ରେସ ନେତାଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଜନ୍ମଦିନ ଶୁଭେଚ୍ଛା ମନମୋହନଙ୍କ ଉଦେ୍ଦଶ୍ୟରେ…

ମୁଲାୟମଙ୍କ ମୂର୍ତ୍ତିକୁ ହଟାଇ ନିଆଗଲା

ସମାଜବାଦୀ ପାର୍ଟିର ସୁପି୍ରମୋ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପରଲୋକଗତ ମୁଲାୟମ ସିଂ ଯାଦବଙ୍କ ୬ଫୁଟ ଉଚ୍ଚ ମୂର୍ତ୍ତି ଏବେ ହଟାଇ ନିଆଯାଇଛି । ହରଦୋଇ ସହରରେ ଥିବା ସପା ଅଫିସରେ ଏହି ମୂର୍ତ୍ତି ଲାଗିଥିଲା । ତେବେ ଏଥିଲାଗି ଆବଶ୍ୟକୀୟ…

ଜୋର ଚର୍ଚ୍ଚା : ଚୌହ୍ୱାନ ଲଢିନପାରନ୍ତି ନିର୍ବାଚନ

ଅଳ୍ପ କିଛିମାସ ପରେ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁଯାଉଛି । ଭାରତୀୟ ଜନତାପାର୍ଟି ବିଜୟଲାଭ କରିବା ଆଶାରେ ପୁରା ଦମରେ ଲାଗିସାରିଲାଣି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଭବିଷ୍ୟତକୁ ନେଇ ଦଳୀୟ ମହଲରେ ଏବେ ଚାଲିଛି ଚର୍ଚ୍ଚା । ମଧ୍ୟପ୍ରଦେଶର…

ଜୁଲାଇରୁ ନିଖୋଜ ଥିବା ମଣିପୁର ବିଦ୍ୟାର୍ଥୀଙ୍କୁ ହତ୍ୟା

ଗତ ଜୁଲାଇ ମାସରୁ ନିଖୋଜ ଥିବା ମଣିପୁରର ଦୁଇଜଣ ବିଦ୍ୟାର୍ଥୀଙ୍କ ମୃତ ଶରୀର ମିଳିଛି । ସେମାନଙ୍କ ମୃତ ଶରୀରର ଫୋଟେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଣିପୁର ସରକାର ଜନସାଧାରଣଙ୍କୁ ଏପ୍ରସଙ୍ଗରେ ଉତ୍ତୋଜନଳକୁ ପ୍ରଶୟ ନଦେବା ପାଇଁ ଅନୁରୋଧ…