କଂଗ୍ରେସରୁ ୬ ବର୍ଷ ପାଇଁ ନିଲମ୍ବିତ ହେଲେ ମାନସ ଚୌଧୁରୀ

କଟକଜିଲ୍ଲା କଂଗ୍ରେସ ସଭାପତି ଏସ୍‌ଏଚ୍‌ ମାନସ ଚୌଧୁରୀଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ନିକଟରେ ଅନ୍ତରୀଣ ଜାମିନ ଜାପାଇଁ ସେ ଆବେଦନ କରିଥିଲେ। ଶପଥ ଗ୍ରହଣ,…

ମହାକାଶରେ ପହଞ୍ଚିଲେ ସୁନୀତା ୱିଲିୟମ୍ସ

ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ ୫ ତାରିଖ ରାତି ପ୍ରାୟ ୮ ଟା ୨୨ ଟାରେ ବାହାରିଥିବା ବେଳେ ସଠିକ ସମୟରେ…

ଓଡ଼ିଶାରେ କ୍ରାନ୍ତି ଆସିଛି ,ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ: ମୋଦୀ

ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସ୍ୱତନ୍ତ୍ର ଅତିଥି ହେବେ କର୍ମଚାରୀ, କିନ୍ନର ଓ ଶ୍ରମିକ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି।ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ସଫେଇ କର୍ମଚାରୀ,…

ଆଜି ସମ୍ବିଧାନ ଭବନରେ ହୋଇଛି ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ

ଆଜି ଆରମ୍ଭ ହୋଇଛି ସମ୍ବିଧାନ ଭବନରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ବୈଠକ ଆରମ୍ଭରେ ଏନଡିଏର ର ସମସ୍ତ ନେତୃତ୍ବ ଏବଂ ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।ଅନେକ ସାଂସଦ ତଥା ବିଜେପି…

‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’

ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଭି କେ ପାଣ୍ଡିଆନ । ଖାଲି ସୋସିଆଲ ମିଡିଆ ନୁହେଁ ଏବେ ପାଣ୍ଡିଆନ ସର୍ବସାଧାରଣ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । କିଏ ବିଜେଡି ହାରିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ, ଏବେ ବିଜେପି ବିଜୟର…

ଓଡ଼ିଶାକୁ ୧୦ ତାରିଖ ସୁଦ୍ଧା ଛୁଇଁପାରେ ମୌସୁମୀ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଏଥିରୁ ମୁକ୍ତି ମିଳିବ ବୋଲି ଜଣାଯାଛି। ଏଥର ରାଜ୍ୟକୁ ଶୀଘ୍ର ଆସୁଛି ମୌସୁମୀ । ତେବେ ୧୦ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ପ୍ରଥମେ ଦକ୍ଷିଣ…

ଆଜିଠୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଆବେଦନ ଆରମ୍ଭ

ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ ଆଜିଠୁ ଆରମ୍ଭ ହେଉଛି । ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ www.samsodisha.gov.in…

ନକଲି ପରିଚୟ ପତ୍ର ଦେଖାଇ ସଂସଦ ପରିସରକୁ ପ୍ରବେଶ ଉଦ୍ୟମ, ୩ ଗିରଫ

ରାଜଧାନୀ ଦିଲ୍ଲୀର ସଂସଦ ପୋଲିସ ଷ୍ଟେଶନ ପାର୍ଲାମେଣ୍ଟର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି। ନକଲି ଆଧାର କାର୍ଡ ବ୍ୟବହାର କରି ସଂସଦ ଭବନ ପରିସରରେ କାମ କରିବା ପାଇଁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଉତ୍ତରପ୍ରଦେଶର ତିନିଜଣ…