ତାଜା ଖବର ରାଜ୍ୟ Special Trains to be Operated During Puri Ratha Jatra: ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ July 6, 2026 Papirani
ତାଜା ଖବର ରାଜ୍ୟ Special Trains to be Operated During Puri Ratha Jatra: ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ July 6, 2026 Papirani
ତାଜା ଖବର ରାଜ୍ୟ Controversy Over Mahaprabhu Jagannath Animated Film: ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମରେ ରୋକ୍ ଲଗାଇବାକୁ ଦାବି କଲେ ଗଜପତି July 6, 2026 Papirani
ଖେଳ ତାଜା ଖବର India T20I Squad for Zimbabwe Announced: ଜିମ୍ବାୱେ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା July 6, 2026 Papirani
ତାଜା ଖବର ରାଜ୍ୟ Congress Slams Odisha Govt: ଜେଏସ ଡବ୍ଲୁ / ପୋସ୍କୋ ପ୍ରେମରେ ମୋହନ ସରକାର; ଆଦିବାସୀଙ୍କ ସ୍ୱାର୍ଥ ପଦଦଳିତ – ଯୁବ କଂଗ୍ରେସ July 6, 2026 Papirani
ରାଜ୍ୟ ବଜେଟ-୨୦୨୫ ରେ ‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ’ର ଗଣିତକୁ ନେଇ “ବିକାଶର ଖସଡ଼ା” ପ୍ରତିଫଳିତ ହୋଇଛି: ମନମୋହନ ସାମଲ February 1, 2025 Nirvay ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ’ର ଗଣିତକୁ ନେଇ “ବିକାଶର…
ଦେଶ ରାଜ୍ୟ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ February 1, 2025 Nirvay ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଦେଶର ଯୁବବର୍ଗଙ୍କୁ ଚାକିରିର ଘୋର ଆବଶ୍ୟକତା ଥିବାବେଳେ ଏବଂ ଅତ୍ୟାବଶ୍ୟକ…
ଦେଶ ବଜେଟ ୨୦୨୫: ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା February 1, 2025 Nirvay ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ବଜେଟ୍ରେ ଦେଶରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ➡️ଭାରତନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ…
ତାଜା ଖବର ଦେଶ ବଜେଟ୍ ୨୦୨୫-୨୬: ଜାଣନ୍ତୁ କେଉଁ ସବୁ ସୁବିଧା ପାଇବେ ଦେଶବାସୀ February 1, 2025 Papirani • ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ • ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୨୨.୭୫ ଲକ୍ଷ ଟଙ୍କା…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ February 1, 2025 Papirani ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ । ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ…
ତାଜା ଖବର ରାଜ୍ୟ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 1, 2025 Papirani ଚଳିତ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏକ୍ସ ଯୋଗେ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ…
ତାଜା ଖବର ଦେଶ ୧୨ ଲକ୍ଷ ଆୟ ଉପରେ ଲାଗିବନି କୌଣସି ଟିକସ February 1, 2025 Papirani ସଂସଦରେ ସାଧାରଣ ବଜେଟ୍ ୨୦୨୫ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତ ବର୍ଗଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ…
ତାଜା ଖବର ଦେଶ ସବୁ ଜିଲ୍ଲା ହସ୍ପିଟାଲ୍ରେ ରହିବ କ୍ୟାନ୍ସର ଚିକିତ୍ସା February 1, 2025 Papirani ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଛି । ବଜେଟ୍ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଏକ ଗୁରୁତ୍ବ ସୂଚନା ଦେଇଛନ୍ତି। କର୍କଟ ଏକ ଗମ୍ଭୀର ଏବଂ ଭୟାନକ ରୋଗ । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଥିବା…
ତାଜା ଖବର ଦେଶ ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା; ଆସନ୍ତା ସପ୍ତାହରେ ଆସିବ ନୂଆ ଇନକମ ଟ୍ୟାକ୍ସ ବିଲ୍ February 1, 2025 Papirani ଆଜି ବଜେଟ୍ ଉପସ୍ଥାପନ ସମୟରେ ବଡ ଘୋଷଣା କରିଛନ୍ତି ସୀତାରମଣ । ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିବା ବେଳେ ଆସନ୍ତା ସପ୍ତାହରେ ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ…
ତାଜା ଖବର ଦେଶ ବଜେଟ୍ ଉପସ୍ଥାପନ ସମୟରେ ସଂସଦରେ ହଙ୍ଗାମା; କକ୍ଷ ତ୍ୟାଗ କଲେ ବିରୋଧୀ ଦଳ ସାଂସଦ February 1, 2025 Papirani ଆଜି ନିର୍ମଳା ସୀତାରମଣ ଅଷ୍ଟମ ଥର ସଂସଦରେ ନିଜର ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ବିରୋଧୀ ସାଂସଦ ଏହାର ଜୋରଦାର ବିରୋଧ କରିଥିବାର ଜଣାପଡିଛି । ବିରୋଧୀ ଦଳ ପ୍ରୟାଗରାଜ ମହାକୁମ୍ଭରେ…