ଭକ୍ତ ଚରଣ ଦାସଙ୍କ ପଦଯାତ୍ରା

ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବେ ତାଙ୍କର ଉପସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତେବେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦଳୀୟ ନେତା ଓ…

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୪୦ ରନରେ ହରାଇଲା ଭାରତ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ତୃତୀୟ ଦିନରେ ବିଜୟ ହାସଲ କରିଛି ।ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଛି ଭାରତ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ…

ଦଶହରା ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନବୀନଙ୍କ ଦୃଢ଼ ନିନ୍ଦା

ଶୁକ୍ରବାର ଦିନ ବିଳମ୍ବିତ ରାତିରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର…

କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ; ଡିସିପିଙ୍କ ସମେତ ୬ ଆହତ

ଶୁକ୍ରବାର ଦିନ ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଡିସିପି ଋଷିକେଷ ଖିଲାରୀ ଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା…

ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡିର ପ୍ରୟାସ

ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡି ଏବେ ଜୋରଦାର ଚେଷ୍ଟା ଚଳାଇଛି । ୨୦୨୪ ନିର୍ବାଚନ ହାରିବାକୁ ଦଳ କି ଦଳୀୟ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ବୈତରଣୀ ପାର ହେବାକୁ ସୋସିଆଲ ମିଡ଼ିଆର ବହୁଳ…

ଗଜପତି ଭୂସ୍ଖଳନରେ ୨ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୁଇ ଦିନ ଧରି ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୨ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁଃଖଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ…

୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍‌ ସିରପ୍‌ ନଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଏଣିକି ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କାଶ ଏବଂ ଥଣ୍ଡା ଔଷଧ ସହ କଫ ସିରଫ ମନା । ୨ ବର୍ଷରୁ କମ୍‍ ବୟସର ଶିଶୁଙ୍କ ପାଇଁ କାଶ ଶିରପ ଲେଖିବା ଓ ବଣ୍ଟନ କରିବା ଉପରେ କଟକଣା ଲଗାଇଛନ୍ତି…

ଟେଷ୍ଟ କ୍ରିକେଟ୍‌ରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡ଼େଜା

ଟେଷ୍ଟର ଦ୍ୱିତୀୟ ଦିନରେ ଜାଡେଜାଙ୍କ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବା ଲିଷ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଲେ ଜାଡେଜା । ସେ ୬ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି । ଟେଷ୍ଟରେ…

ହୀରାକୁଦ ଜଳଭଣ୍ଡାରରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ର ଉଦଘାଟନ କରିଛନ୍ତି । ପ୍ରାୟ ୭କୋଟି…

ଅଣ୍ଡର ୧୪ ସିବିଏସଇ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଆରିଜ୍ ଫୈସଲ ଜିଲାନି

ଅଣ୍ଡର ୧୪ ସିବିଏସଇ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଲେ ଉମରକୋଟ ବାସିନ୍ଦା ଖାଲିଦ ଜିଲାନିଙ୍କ ପୁଅ ଆରିଜ୍ ଫୈସଲ ଜିଲାନି । ଅରିଜ ଜଣେ ମିଡିୟମ ଫାଷ୍ଟ୍ ବୋଲର, ତାଙ୍କର ଉତ୍ତମ ପ୍ରଦର୍ଶନ ଯୋଗୁଁ ସେ ଟିମରେ ସ୍ଥାନ ହାସଲ…