ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା !

ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍-୨୦୨୫ ଉପସ୍ଥାପିତ ହୋଇଛି । ପୂର୍ବତନ ବିଧାୟକଙ୍କ ସମେତ ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପ-ବାଚସ୍ପତିଙ୍କ ଦରମା, ଭତ୍ତା ଏବଂ ପେନସନ୍ ବଢ଼ିବ। ଓଡ଼ିଶା ବିଧାନସଭାରେ ଆଜି ପୂର୍ବତନ ଏବଂ କାର୍ଯ୍ୟରତ ବିଧାୟକମାନଙ୍କ…

Sand Smuggling In Odisha: ବାଲି ଚୋରା ଚାଲାଣ ଅଭିଯୋଗରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ

ବାଲି ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଆସିକା ଜୁନିଅର ମାଇନିଙ୍ଗ ଅଫିସର ପ୍ରବୀଣ କୁମାର ରଥଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ନିଲମ୍ବନ ଅବଧି ମଧ୍ୟରେ, ପ୍ରବୀଣ କୁମାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ…

Odisha BJP Morcha List: ରାଜ୍ୟ ବିଜେପିର ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା

ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି । ଅଭିଳାଷ ପଣ୍ଡାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଏବଂ ଡ. ଐଶ୍ୱର୍ଯ୍ୟା…

Odisha Assembly: ରାଜ୍ୟରେ ୭୭.୧୦% ଘରେ ପହଞ୍ଚିଲାଣି ପିଇବା ପାଣି

ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ବିଧାନସଭା ଗୃହରେ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୭୭.୧୦% ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଲାଣି । ୮୮.୬୬ ଲକ୍ଷ ପରିବାରରୁ…

IND vs SA T20 Match: ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ T-20, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାରବାଟୀରୁ ଆରମ୍ଭ ହେବ । ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍…

Producer Vikram Bhatt Arrested: ୩୦ କୋଟି ଠକେଇ ମାମଲାରେ ସିନେ ନିର୍ମାତା ବିକ୍ରମ ଭଟ୍ଟ ଗିରଫ

୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ । ମୁମ୍ବାଇ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ୍ ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏବଂ ବିକ୍ରମଙ୍କ ପତ୍ନୀ ଶ୍ଵେତାମ୍ବରୀ ଭଟ୍ଟଙ୍କୁ ଗିରଫ କରିଛି । ୭ ଦିନ…

Additional Appropriation Bill: ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍

ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭,୪୪୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା…

Indira Gandhi Ayurvedic Medical College: ସୁର ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌

ରାଜଧାନୀର ଇନ୍ଦିରା ଗାନ୍ଧି ସ୍ମାରକୀ ଆୟୁର୍ବେଦିକ ମେଡିକାଲ୍ କଲେଜକୁ ସୋ କଜ୍ ନୋଟିସ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କଲେଜର ସଭାପତି ସୁରେଶ କୁମାର ରାଉରତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । ଭୁବନେଶ୍ୱରସ୍ଥିତ ପୋଖରୀପୁଟ…

Group Clash In Malkangiri: ମାଲକାନଗିରିରେ ତେଜୁଛି ହିଂସା; ପହଞ୍ଚିଲେ ପୋଲିସ ଡିଜି ଖୁରାନିଆ

ତେଜୁଛି ଏମ୍‌ଭି-୨୬ ଓ ରାଖେଲଗୁଡ଼ା କଳି । ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି । ଜିଲ୍ଲାରେ ଶାନ୍ତି ଫେରାଇବା ପାଇଁ ପୋଲିସ ଡିଜି ୱାଇବି ଖୁରାନିଆ ଏସ୍‌ପି ଅଫିସ୍‌ରେ ପହଞ୍ଚିଛନ୍ତି । SIW ଡିଆଇଜି…

Internet Suspension In Malkangiri: ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ମାଲକାନାଗିରିରେ ତେଜୁଛି ଉତ୍ତେଜନା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ୨୪ ଘଣ୍ଟା…