ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ

ଏଜେନ୍ସୀ : ଜୟପୁର : ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ । ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି । ସମସ୍ତେ ଶୋଇଥିବା ବେଳେ ଅର୍ଥାତ ରାତି ପ୍ରାୟ ୨.୦୧ରେ ଭୂକମ୍ପ ଝଟକା ଅନୁଭୂତ…

ନୀତୀଶ କୁମାରଙ୍କ କାରକେଡକୁ ପଥରମାଡ଼ ଘଟଣା: ୧୩ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଏଜେନ୍ସୀ : ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼ ଘଟଣାରେ ପୁଲିସ୍‌ ୧୩ ଜଣଙ୍କୁ ଗିରଫ କରିଛି । ଏମାନେ ସିଧାସଳଖ ପଥର ମାଡ଼ ଘଟଣାରେ ସାମିଲ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି…

ମନୀଷ ସିସୋଦିଆଙ୍କ ବଡ଼ ଦାବି: କେସ୍‌ ଉଠାଇବାକୁ ଭାଜପା ଦେଇଛି ଏମିତି ପ୍ରସ୍ତାବ

ଏଜେନ୍ସୀ : ନୂଆଦିଲ୍ଲୀ : ନୂଆ ଅବକାରୀ ନୀତିକୁ ନେଇ ଅଡ଼ୁଆରେ ପଡ଼ିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ବଡ଼ ଦାବି କରିଛନ୍ତି । ସିବିଆଇ ତାଙ୍କ ଘରେ ରେଡ୍‌କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାର…

ଶାରଦା ମାଇନ୍ସରେ ପଶିଲା ଇଡି

ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ଶାରଦା ମାଇନ୍ସରେ ଆଜି ସକାଳୁ ପଶିଛି ଇଡି । ଶାରଦା ମାଇନ୍ସର କିଛି ବରିଷ୍ଠ ଅଧିକାରୀଙ୍କ ଘରେ ଇଡି ରେଡ ହେଉଥିବା ଜଣାଯାଇଛି । ବେଆଇନ୍‌ ଅର୍ଥ କାରବାର ଲିଙ୍କ୍‌…

ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି । ଏପରି ଦୁଃଖଦ…

ମୃତ ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ରାଜପଥ ଅବରୋଧ

ନିର୍ଭୟ ମିଡ଼ିଆ : କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁ ନିକଟ ଏକ ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବାର ୭ ଦିନ ପରେ ବି ଏହାକୁ ନେଇ ବିବାଦ ଥମୁନି । ଛାତ୍ରୀଜଣଙ୍କୁ…

ଅସହ୍ୟ ଯନ୍ତ୍ରଣାରେ ଛଟପଟ ବ୍ୟକ୍ତିଙ୍କ ପେଟରୁ ବାହାରିଲା ଗ୍ଲାସ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଲେ । ହେଲେ ଅପରେସନ ପରେ ପେଟ ଭିତରୁ ଛୁଞ୍ଚି କି ପଥର ନୁହେଁ ବାହାରିଲା ଷ୍ଟିଲ ଗ୍ଲାସ୍‌ । ଗଞ୍ଜାମ ଜିଲ୍ଲା…

ରାଜଘାଟରେ ସୁବର୍ଣ୍ଣରେଖା ସ୍ଥିର, ଆଖୁଆପଦାରେ ବଢୁଛି ବୈତରଣୀ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ର ୧୬ଟି ଗେଟ୍‌ ଖୋଲାଯିବା ପରେ ବନ୍ୟା ଜଳରେ ଫୁଲିବାକୁ ଲାଗୁଛି ସୁବର୍ଣ୍ଣରେଖା । ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ମାଡ଼ି ଆସୁଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଏହା ପିକ୍‌ରେ ପହଞ୍ଚିବ…

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ବାପା ଝିଅ ଗୁରୁତର

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଟାଗୁଡା ପଞ୍ଚାୟତର ଟଙ୍ଗମ ଗାଁରେ ଦେଖିବାକୁ ମିଳିଛି…

ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍‌ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅତ୍ୟାବଶ୍ୟକ ରିଲିଫ୍‌ କିଟ୍‌ ଭାବେ…