Rajya Sabha Elections: ରାଜ୍ୟସଭା ‘ଡିଲ୍’ରେ ମୁଣ୍ଡି ମାରିବାକୁ ଆସୁଛନ୍ତି ଶାହା !

ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହା ଆସୁଛନ୍ତି ୭ ତାରିଖ । ୯ ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମନେକରାଯାଉଛି ଯେ, ଶାହାଙ୍କର ଏହି ଗସ୍ତ ସମୟରେ ହିଁ…

6 Lane Road In Palasuni: ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ; ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦୃଢ଼ ପଦକ୍ଷେପ ନେଇଛି । ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍…

Odisha Economic Survey Report: ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ; ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ

ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ ହେବାର ଦିନକ ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରଠୁ ରାଜ୍ୟର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ…

India AI Impact Summit 2026: ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ବିଶ୍ୱ ନେତାଙ୍କ ମହାମେଳି

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଛନ୍ତି । ସମ୍ମିଳନୀରେ ଶ୍ରୀଲଙ୍କା, ସ୍ପେନ୍, ଇଷ୍ଟୋନିଆ ରାଷ୍ଟ୍ରପତି ଯୋଗ ଦେଇଛନ୍ତି ।…

Matric Exam 2026: ଆଜିଠୁ ମାଟ୍ରିକ ପରୀକ୍ଷା, AI ନଜରରେ ରହିବ ପରୀକ୍ଷାକେନ୍ଦ୍ର

ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ସକାଳ ୮ଟା ୧୫ରେ ଗେଟ୍ ଖୋଲିବ ଏବଂ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ୩୦୮୨ଟି ସେଣ୍ଟରରେ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।…

Budget Session: ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି ଓଡ଼ିଶା ସରକାର, ବିକାଶ ହେବ କେମିତି: କଂଗ୍ରେସ

ସରକାରଙ୍କର ଅପାରଗତା, ଧାନ କିଣା ସମସ୍ୟା ଓ ଗତକାଲି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି । ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ଆଉ…

PM Surya Ghar Yojana: ୨୦୨୭ ସୁଦ୍ଧା ୩ ଲକ୍ଷ ପରିବାରକୁ ମିଳିବ ମାଗଣା ବିଦ୍ୟୁତ୍: କେ.ଭି ସିଂହଦେଓ

୨୦୨୭ ସୁଦ୍ଧା ରାଜ୍ୟର ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୩ ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାମିଲ କରାଯିବ। ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି…

Budget Session: ଦ୍ୱିତୀୟ ଦିନରେ ଚାଲିପାରିଲାନି ଗୃହ; ଆସନ୍ତାକାଲି ସକାଳ ୧୦ଟା ୩୦ଯାଏଁ ଗୃହ ମୁଲତବି

ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଚାଲିପାରିଲାନି ଗୃହ । ମାତ୍ର ୭ ମିନିଟ ହେଲା ଗୃହ କାର୍ଯ୍ୟ।ଆସନ୍ତାକାଲି ପୂର୍ବାହ୍‌ଣ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢ଼ୀ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ…

T20 World Cup Betting In Rourkela:  ରାଉରକେଲାରେ ଅନଲାଇନ୍ କ୍ରିକେଟ ବେଟିଂ ରାକେଟ୍ ଉପରେ ଚଢ଼ାଉ, ୫ ଅଟକ

ରାଉରକେଲାରେ ଟି-ଟ୍ବେଣ୍ଟି ବିଶ୍ବକପ୍ କ୍ରିକେଟ ବେଟିଂ ଅଭିଯୋଗରେ ରେଡ୍ । ୨୦୨୬ ଟି-୨୦ ବିଶ୍ୱକପ୍ ସାରା ବିଶ୍ୱରେ କ୍ରିକେଟ୍ ପ୍ରେମୀଙ୍କୁ ଆକର୍ଷିତ କରୁଥିବାରୁ, ପୋଲିସ ବୁଧବାର ଦିନ ରାଉରକେଲା ସହରରେ ବେଆଇନ ବେଟିଂ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ।…

Skywalk Project: ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍‌

ଭୁବନେଶ୍ବର ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍‌ । ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ବୁଧବାର ଜାତୀୟ ରାଜପଥ-୧୬ର ବ୍ୟସ୍ତବହୁଳ ପଳାସୁଣୀ-ରସୁଲଗଡ଼ ପାର୍ଶ୍ୱରେ ୫ ଶହ…