ମେଜର ଗୁରୁବଂଶ ସିଂଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭରତପୁର ଥାନା ବିବାଦରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ଡିଜିପି ୱାଇ. ବି ଖୁରାନିଆ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ୧୨୦ ବାଟାଲିୟନ୍‌ରେ ମେଜର ଗୁରୁବଂଶ…

ମେଣ୍ଟ ପ୍ରସଙ୍ଗରେ ଦେବାଶିଷଙ୍କୁ ଗୋଲକଙ୍କ କଟାକ୍ଷ

କଂଗ୍ରେସ ସହ ବିଜେଡି ମେଣ୍ଟ କରି ରାଜ୍ୟରେ ନୂଆ କରି ସରକାର ଗଢ଼ିବ ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି। କୁଜଙ୍ଗରେ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେଇ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ତେବେ ଦେବାଶିଷଙ୍କ ଏହି…

ଦେବାଶିଷ ଜଣେ ପ୍ରତ୍ୟାଖିତ ନେତା; ମୋକିମ

ବିସ୍ଫୋରକ ବୟାନ ଦେଇ ଅଡୁଆରେ ପଡିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଥିଲେ ହାଇକୋର୍ଟରେ ୭ରୁ ୮ଟି କେସ ଚାଲିଛି। ତେଣୁ ବିଜେପିର କିଛିଇ ନେତା ଆସନ ହରାଇପାରନ୍ତି। ଫଳରେ ଏ ସରକାର ସଂଖ୍ୟାଲଘୁ ସରକାର ହେବାରୁ ପୁଣି ଥରେ…

ପୁଲିସ ମେଳି ପଛରେ କିଏ ?

ଆରମ୍ଭ ହେଲା ମୋହନ ସରକାର ବିରୋଧରେ ମେଳି। ପାଣ୍ଡିଆନ ସିଣ୍ଡ୍ରୋମ୍ କେତେ ପ୍ରଖର ତାହା ଏବେ ଆସିଛି ପଦାକୁ । ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଜାତୀୟସ୍ତରରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଏହି…

ଏତେ ଶୀଘ୍ର ବେଲ୍ ? ଘଣ୍ଟ ଘୋଡ଼ାଉଛି କି ପୋଲିସ!

ଭୁଶୁଡିଛି ରାଜ୍ୟର ଶାସନ କଳ। ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି। ନ୍ୟାୟ ବଦଳରେ ମିଳୁଛି ନିର୍ଯାତନା। ଖାକି ପୋଷାକ ପିନ୍ଧି ଲୋକଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ ସେମାନଙ୍କ ପ୍ରତିଜ୍ଞା ଭୁଲି ଯାଇଛନ୍ତି। ଏପରିକି ଦେଶର ସୁରକ୍ଷା ପାଇଁ ସେନାବାହିନୀରେ…

ଭରତପୁର ଥାନା ବିବାଦ; ୨୪ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାରେ ସାରା ରାଜ୍ୟରେ ଉତ୍ତେଜନା ଲାଗି ରହିଛି। ସାହାଯ୍ୟ ପାଇଁ ଯାଇଥିବା ବେଳେ ପୋଲିସର ଏଭଳି ଅମାନୁଷିକ ଓ ବର୍ବର କାଣ୍ଡ ପାଇଁ ଆସନ୍ତା ୨୪ ତାରିଖରେ…

ପୁଣି ରେଳ ଧାରଣାରୁ ମିଳିଲା ଏଲପିଜି ସିଲିଣ୍ଡର

ପୁଣି ଟ୍ରାକ୍‌ରେ ସିଲିଣ୍ଡର୍ ରଖି ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ନିକଟରେ ରବିବାର ସକାଳେ ରେଳ ଧାରଣାରୁ ଏକ ଏଲପିଜି ସିଲିଣ୍ଡର ମିଳିଛି। ମାଲବାହୀ ଟ୍ରେନ୍ ଆଗରେ ସିଲିଣ୍ଡର ଦେଖି ଲୋକୋ…

ଅନୁରା କୁମାରା ଦିଶାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମାର୍କ୍ସବାଦୀ ନେତା ତଥା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ନେତା ଅନୁରା କୁମାରା ଦିଶାନାୟକେ। ରବିବାର ଭୋଟ୍ ଗଣତି ଚାଲିଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ସାଂସଦ ଆଗୁଆ ଥିବା ଜଣାପଡ଼ିଛି। ଶନିବାର ଶ୍ରୀଲଙ୍କାବାସୀ…

ଭରତପୁର ଥାନା ବିବାଦ: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ

ତେଜୁଛି ଭରତପୁର ଥାନାରେ ପୋଲିସ-ସେନା ଘଟଣା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ କର୍ମଚାରୀ । ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଛନ୍ତି ପୋଲିସ୍ କର୍ମଚାରୀ । ଏହି ବିବାଦରେ ପୋଲିସ ପରବର୍ତ୍ତୀ ରଣନୀତି…

ବିଜେଡି ମୁଖିଆ ନବୀନ ବାବୁଙ୍କ ବକ୍ତବ୍ୟ ସଇତାନର ବେଦପାଠ ସଦୃଶ: ବିଜେପି

ମହିଳା ବିରୋଧୀ ହିଂସାକୁ ବିଜେପି ସରକାର ବରଦାସ୍ତ କରିବ ନାହିଁ । ଭରତପୁର ଥାନା ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଘଟଣାରେ ସମ୍ପୃକ୍ତ ୫ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ କରାଯିବା ସହିତ ନିରପେକ୍ଷତା, ସ୍ୱଚ୍ଛତା ପାଇଁ ତଦନ୍ତଭାର…