ରାଜପଥରେ ଓଲଟି ପଡ଼ିଲା ଟ୍ରକ୍, ବୋହିନେଲେ ଛେଳି!

ନିର୍ଭୟ ମିଡିଆ : ଭଦ୍ରକ : ଟ୍ରକରେ ଲୋଡ୍ ହୋଇ ଆସୁଥିଲେ ଛେଳି। ହେଲେ ଜାତୀୟ ରାଜପଥରେ ଓଲଟି ପଡ଼ିଲା ଟ୍ରକ୍। ସ୍ଥାନୀୟ ଲୋକେ ଟ୍ରକ୍ ତଳେ ଚାପି ହୋଇଥିବା ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ। ଆଉ କିଛି ଲୋକ…

ଯୁବକଙ୍କୁ ପିଟି ଦେଲା ଟ୍ରକ୍, ଜାଳିଦେଲେ ଲୋକେ

ନିର୍ଭୟ ମିଡିଆ :କୋଣାର୍କ : ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ୍। ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ ହେବା ଦେଖାଦେଲା ଉତ୍ତେଜନା । ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା…

ଲଗାଣ ବର୍ଷା ପରେ ଭୂସ୍ଖଳନ, ଭାରିଯାନ ଚଳାଚଳ ବନ୍ଦ

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଲଘୁଚାପ ଜନିତ ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି-ସୋରଡା ୪ ନମ୍ବର ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି । ଏଥିଯୋଗୁ ଦାରିଙ୍ଗବାଡ଼ି ଓ ସୋରଡା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ଘାଟି ରାସ୍ତାଟି ବିପଦସଙ୍କୁଳ…

ମାର୍ଚ୍ଚ ସୁଦ୍ଧା ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇସ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏଣିକି ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇସ୍‌ । ଗାଡିରେ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ ଲାଗିବ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ…

ଗଞ୍ଜେଇ ରେଡ ବେଳେ କାର୍‌ରୁ ବାହାରିଲା ରୁପା ଇଟା ଓ ୧୪ ଲକ୍ଷ ଟଙ୍କା

ନିର୍ଭୟ ମିଡ଼ିଆ : କଟକ : ଗଞ୍ଜେଇ ରେଡ୍‌ ବେଳେ ଧରାପଡ଼ିଲା ବିପୁଳ ରୁପା ଇଟା । ପୂଜା ପୂର୍ବରୁ କଟକ ଜିଲ୍ଲା ଟାଙ୍ଗି ଟୋଲଗେଟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଉଥିବା ବେଳେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ…

ପ୍ରବଳ ବର୍ଷାରେ ଭାଙ୍ଗିଲା ବ୍ରିଜ୍‌

ନିର୍ଭୟ ମିଡ଼ିଆ : ଫୁଲବାଣୀ : ପ୍ରବଳ ବର୍ଷାରେ ଭାଙ୍ଗିଲା ପୋଲ । ଗତ ଦୁଇ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କେତେକ ରାସ୍ତା ସହ ଛୋଟ ବଡ଼ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି । ଫିରିଙ୍ଗିଆ ବ୍ଲକର…

ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତାକୁ ନେଇ ଉଠିଲା ପ୍ରଶ୍ନ

ନିର୍ଭୟ ମିଡ଼ିଆ : ପୁରୀ : ଏନଏମଏ ନିଷ୍ପତ୍ତିକୁ ମାନିବା ମୁଡରେ ନାହିଁ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣକୁ ନେଇ ପ୍ରାୟ…

ଶିବସେନାକୁ ଝଟକା: ଦଶହରା ରାଲି ପାଇଁ ମିଳିଲାନି ଅନୁମତି

ଏଜେନ୍ସୀ : ମୁମ୍ବାଇ : ଶିବସେନାକୁ ଝଟକା । ଦୀର୍ଘ ବର୍ଷ ଧରି ଶିବାଜୀ ପାର୍କରେ ଦଶହରା ରାଲି ପାଳି ଆସୁଥିବା ଶିବସେନାକୁ ଚଳିତ ବର୍ଷ ବାରଣ କରାଯାଇଛି । ଦଶହରା ରାଲି ପାଇଁ ଶିବସେନାକୁ ଅନୁମତି ଦେବାକୁ ମନା କରିଛି…

କଂଗ୍ରେସ ସଭାପତି ପଦ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏନେଇ ଆଜି ବିଜ୍ଞପ୍ତି…

ମୂର୍ତ୍ତି ଛୁଇଁ ଦେବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ଏଜେନ୍ସୀ : ବେଙ୍ଗାଲୁରୁ : ଏବେ ବି ରହିଛି ଛୁଆଁ-ଅଛୁଆଁ ଭେଦଭାବ । ଦଳିତ ବର୍ଗର ଲୋକେ ଏବେ ବି ଜାତିଭେଦ ଭଳି କୁତ୍ସିତ ପରମ୍ପରାର ଶିକାର ହେଉଛନ୍ତି । ଏହାର ଏକ ସଦ୍ୟ ଉଦାହରଣ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଉଲ୍ଲେରାହାଲି…