ପୁରୀରୁ ସୋନପୁରକୁ ଗଡ଼ିବ ଟ୍ରେନ; ପ୍ରଧାନମନ୍ତ୍ରୀ ମୋଦି କରିବେ ଲୋକାର୍ପଣ

ପୁରୀ: ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ। ପୁରୀ ଶ୍ରୀକ୍ଷେତ୍ର ସହ ରେଳ ଯୋଗେ ଯୋଡି ହେବ ପାତାଳୀ ଶ୍ରୀକ୍ଷେତ୍ର। ଆସନ୍ତାକାଲି ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ…

ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ସର୍ଭିକାଲ କ୍ୟାନ୍ସର ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁନମ…

ହେମନ୍ତଙ୍କୁ ସୁପ୍ରିମକୋର୍ଟରୁ ଧକ୍କା; ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଜେଏମଏମ ନେତା ହେମନ୍ତ ସୋରେନଙ୍କ ଗିରଫଦାରୀ ମାମଲାକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଚ୍ୟାଲେଞ୍ଜ ଆବେଦନକୁ ସର୍ବୋଚ୍ଚ ଅଦାଲତ ମନା କରିବା ସହିତ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଜମି…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଚମ୍ପଇ ସୋରେନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ନେଇ ଚାଲିଥିବା ରାଜନୀତି ଉପରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ ଚମ୍ପଇ ସୋରେନ ଏବଂ ଆଲାମଗିର ଆଲାମଙ୍କୁ ରାଜ ଭବନ ଡାକିଥିଲେ। ଏହା ପରେ ରାଜ୍ୟପାଳ ରାଜ୍ୟରେ ନୂତନ ସରକାର…

୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ…

ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ…

କଂଗ୍ରେସର ନୂଆ ଫର୍ମୁଲା: ଅନଲାଇନ ଟିକେଟ ଆବେଦନ

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ କଂଗ୍ରେସର ବଡ଼ ଘୋଷଣା। କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ।…

କେନ୍ଦ୍ରୀୟ ବଜେଟକୁ ନେଇ ଖୁସି ପ୍ରକାଶ କରିଛନ୍ତି ମନମୋହନ ସାମଲ

ଭୁବନେଶ୍ୱର: ଆଜି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ କେବଳ ମଧ୍ୟବିତକାଳିନ ବଜେଟ୍ ନୁହେଁ, ବରଂ ଏହା ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ ୨୦୪୭ ମସିହା ସୁଦ୍ଧା…

ଜ୍ଞାନବାପି ମସଜିଦରେ ପୂଜାର୍ଚ୍ଚନା କଲେ ଏହି ପଣ୍ଡିତ; ଦେଖନ୍ତୁ ଭାଇରାଲ ଫଟୋ

ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ବାରାଣାସୀ ପ୍ରଶାସନ ବୁଧବାର ଦିନ ଭକ୍ତମାନଙ୍କୁ ଜ୍ଞାନବାପି ମସଜିଦର ସୀମିତ ଅଞ୍ଚଳରେ ‘ବ୍ୟାସ ଜୀ କା ତହଖାନା’ରେ ପୂଜା କରିବାକୁ ଅନୁମତି ଦେଇଛି। ଆଜି ଜିଲ୍ଲା ମାଜିଷ୍ଟ୍ରେଟ୍ ଏସ୍ ରାଜଲିଙ୍ଗମ୍ ସୂଚନା ଦେଇଛନ୍ତି ଯେ…

ଅନ୍ତରୀଣ ବଜେଟ୍ ୨୦୨୪: ଲୋକସଭାରେ ଉପସ୍ଥାପିତ ହେଲା ବଜେଟ୍ ୨୦୨୪-୨୫

ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ (ବଜେଟ୍ ୨୦୨୪) ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ନିର୍ବାଚନ ବର୍ଷ ହୋଇଥିବାରୁ ଏଥର କୌଣସି ବଡ଼ ଘୋଷଣା ହୋଇନାହିଁ କିମ୍ବା ଟ୍ୟାକ୍ସ…