ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ଦେବଗଡ଼ (ନିର୍ଭୟ): ବିଡିଓଙ୍କୁ ମାଡ଼ ମାରିବା ଘଟଣାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହେବା ପରେ ଅସୁସ୍ଥତା ଯୋଗୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର…

ହାଇକୋର୍ଟର ନିର୍ଦ୍ଦେଶ, ଦୈନିକ ଗ୍ରୀଡକୋକୁ ୧୨୦ ମେଗାୱାଟ ବିଦ୍ୟୁତ ଦେବ ଜିନ୍ଦଲ ପାୱାର

ପ୍ରତିଦିନ ଗ୍ରୀଡକୋକୁ ୧୨ ମେଗାୱାଟ ବିଦୁ୍ୟତ ଯୋଗାଇବା ପାଇଁ ଜିନ୍ଦଲ ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସ ଶେଷ କିମ୍ବା ମାମଲାର ଫଇସଲା ପର୍ଯ୍ୟନ୍ତ ଏହି ନିଦେ୍ର୍ଦଶ ବଳବତ୍ତର ରହିବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜିନ୍ଦଲ ପାୱାର…

ଆରମ୍ଭ ହେଲା ରଥ ତିଆରି

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ୟ । ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ ବୁଧବାର ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି । ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀ ନଅରର ସମ୍ମୁଖ…

ସିସିଟିଭି ଭୟରେ ଫୋନ ପେ’ ରେ ଲାଞ୍ଚ କାରବାର

ଅସ୍ତରଙ୍ଗ ତହସିଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅଫିସର ପ୍ରଶାନ୍ତ ପାତ୍ର ଫୋନ ପେ’ରେ ଲାଞ୍ଚ ନେଉଥିବା ଅଭିଯୋଗ ଆସିଛି । ସିସିଟିଭିରେ ଧରାପଡ଼ିଯିବା ଭୟରେ ସେ ଫୋନ ପେ’ରେ ଟଙ୍କା ନେଉଥିବା ଏବଂ ଭାଇରାଲ ଭିଡିଓରେ ଅତିରିକ୍ତ ଜିଲ୍ଲାପାଳ ଏବଂ…

ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ବୁଧବାର ଠାରୁ ୧୧ ତାବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ବୁଧବାର ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ୧୨…

ପିକେଙ୍କୁ ପୁରୁଣା ବନ୍ଧୁ କହି ବିହାର ରାଜନୀତିରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଚିରାଗ

ଏଜେନ୍ସୀ : ପାଟନା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଦ୍ୱିତୀୟ ଥର ପାଇଁ ରାଜନୀତିରେ ପ୍ରବେଶ କରିବାର ଘୋଷଣା କରିବା ଏବଂ ବିହାରରୁ ଏହା ଆରମ୍ଭ କରିବାର ସୂଚନା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ବିହାର ରାଜନୀତିରେ ପିକେଙ୍କ ଘୋଷଣା ଉଷ୍ମତା…

‘ତିନି ତଲାକ୍‌ ପରେ ଏବେ ଚର୍ଚ୍ଚାରେ ‘ତଲାକ୍‌-ଏ-ହସନ’

ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରାଯାଇ ‘ତଲାକ୍‌-ଏ-ହସନ’ ଏବଂ ତଲାକକୁ ନେଇ ରହିଥିବା ଅନ୍ୟ ଏକପାଖିଆ ନୀତି ବ୍ୟବସ୍ଥାକୁ ଶେଷ କରିବା ଓ ଏହାକୁ ଅସମ୍ବିଧାନିକ ଘୋଷଣା କରିବାର ଦାବି ହୋଇଛି। ଆବେଦନରେ କୁହାଯାଇଛି ଯେ, ତଲାକକୁ ନେଇ ଏକ ଚାଟିଆ…

ଜୁନିୟର ବିଶ୍ୱ ଭାରତ୍ତୋଳନ ଭାରତକୁ ଆସିଲା ଆଉ ଦୁଇ ମେଡାଲ

ଗ୍ରୀସର ହେରାକିଲିୟନ୍‌ ଠାରେ ଚାଲିଥିବା ଜୁନିୟର ବିଶ୍ୱ ଭାରତ୍ତୋଳନରେ ଭାରତ ପାଇଁ ଆସିଛି ଆଉ ଦୁଇଟି ମେଡାଲ। ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ହାସଲ କରିଛନ୍ତି ଭାରତର ଦୁଇ ଖେଳାଳି। ମହିଳା ୪୯କେଜି ବର୍ଗରେ ଏହି ପଦକ ଦୁଇଟି ଆସିଛି।…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଚମ୍ପିଆନ୍‌ ବନିଲା ଜୈନ ବିଶ୍ୱବିଦ୍ୟାଳୟ

ମଙ୍ଗଳବାର ଦିନ ଏଠାର ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଉଦଯାପିତ ହୋଇଛି। ଆୟୋଜକ ଜୈନ ବିଶ୍ୱବିଦ୍ୟାଳୟ ଏହି ପ୍ରତିଯୋଗିତାରେ ହୋଇଛି ଚମ୍ପିଆନ୍‌। ନିଜ ସୁଇମର ମାନଙ୍କ ଅଭୂତପୂର୍ବ ସଫଳତାକୁ ପୁଞ୍ଜି କରି ପଦକ ତାଲିକାର ଶୀର୍ଷରେ ରହି ଚମ୍ପିଆନ…

ଆଇପିଏଲର ଫାଇନାଲ ଅହମ୍ମଦାବାଦରେ ହେବ ମହିଳା ଟି-୨୦ ଚାଲେଞ୍ଜ ପୁନେରେ

ଅହମ୍ମଦାବାଦରେ ୨୦୨୨ମସିହାର ଆଇପିଏଲ ଫାଇନାଲ ଖେଳାଯିବା ନିଶ୍ଚିତ ବୋଲି ମଙ୍ଗଳବାର ପୁଣି ଥରେ ଘୋଷଣା କରିଛି ଭାରତୀୟ କି୍ରକେଟ ବୋର୍ଡ଼। ମେ’ ୨୯ତାରିଖ ଦିନ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଆଇପିଏଲର ଫାଇନାଲ ଖେଳାଯିବ। ମେ’ ୨୪ ଓ ୨୫ରେ କ୍ୱାଲିଫାୟାର-୧ ଓ…